ତଳସରା ଲୁଟ୍ ମାମଲାରେ ଆଉ ୫ ଗିରଫ, ବନ୍ଧୁକ ନଗଦ ଟଙ୍କା ଜବତ

Advertisment

ତଳସରା ଲୁଟ୍ ମାମଲାରେ ଆଉ ୫ ଗିରଫ। ବନ୍ଧୁକ ନଗଦ ଟଙ୍କା ଜବତ। ଅଭିଯୁକ୍ତମାନେ ହେଲେ ବଗିଚାପଡାର ଅମିତ୍ ତିୱାରୀ, ଧରୁଆଡ଼ିହି ଥାନା ବିରବିରାର ବିକାଶ ଜୟପୁରିଆ, ପ୍ରକାଶ ଜୟପୂରିଆ, କୁକୁମୁରା ଗାଁର ଅକ୍ଷୟ ବେସନ ଏବଂ ଲାକବାହାଲ ଗାଁର ଆକାଶ କାଣ୍ଡି।

ତଳସରା ଲୁଟ୍ ମାମଲାରେ ଆଉ ୫ ଗିରଫ। ବନ୍ଧୁକ ନଗଦ ଟଙ୍କା ଜବତ। ଅଭିଯୁକ୍ତମାନେ ହେଲେ ବଗିଚାପଡାର ଅମିତ୍ ତିୱାରୀ, ଧରୁଆଡ଼ିହି ଥାନା ବିରବିରାର ବିକାଶ ଜୟପୁରିଆ, ପ୍ରକାଶ ଜୟପୂରିଆ, କୁକୁମୁରା ଗାଁର ଅକ୍ଷୟ ବେସନ ଏବଂ ଲାକବାହାଲ ଗାଁର ଆକାଶ କାଣ୍ଡି।

arrest

ସୁନ୍ଦରଗଡ଼: ଗତ ମାସ ୧୭ ତାରିଖରେ ତଳସରା ଥାନା ବାଘିଆବେର୍ଣ୍ଣାଠାରେ ଛେଳି ବେପାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାରେ ତଳସରା ପୁଲିସକୁ ବଡ଼ ସଫଳତା ମିଳିଛି। ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ଘଟଣାରେ ସଂପୃକ୍ତ ଆହୁରି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ତିନିଟି ବନ୍ଧୁକ, ଗୋଟିଏ ମାଗାଜିନ୍, ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ୍, ୪ଟି ମୋବାଇଲ ଜବତ କରାଯାଇଛି। ଏହି ମାମଲାରେ ମୋଟ ୧୦ ଜଣଙ୍କ ବିରୁଦ୍ଧ ମାମଲା ରୁଜ୍ଜୁ ହୋଇଛି।

ତଳସରା ଥାନା ବାଘିଆବେର୍ଣ୍ଣାଠାରେ ଛେଳି ବେପାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ ଘଟଣାରେ ତଳସରା ପୁଲିସକୁ ବଡ଼ ସଫଳତା ମିଳିଛି। ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ଘଟଣାରେ ସଂପୃକ୍ତ ଆହୁରି ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ନଗଦ ୧୦ ହଜାର ଟଙ୍କା, ତିନିଟି ବନ୍ଧୁକ, ଗୋଟିଏ ମାଗାଜିନ୍, ୩ଟି ଜୀବନ୍ତ ଗୁଳି, ଦୁଇଟି ବାଇକ୍, ୪ଟି ମୋବାଇଲ ଜବତ କରାଯାଇଛି। ରାଜଗାଙ୍ଗପୁର ଥାନା ବଗିଚାପଡାର ଅମିତ୍ ତିୱାରୀ, ଧରୁଆଡ଼ିହି ଥାନା ବିରବିରାର ବିକାଶ ଜୟପୁରିଆ, ପ୍ରକାଶ ଜୟପୂରିଆ, କୁକୁମୁରା ଗାଁର ଅକ୍ଷୟ ବେସନ ଏବଂ ଲାକବାହାଲ ଗାଁର ଆକାଶ କାଣ୍ଡିଙ୍କୁ ଗିରଫ କରିଛି ତଳସରା ପୁଲିସ।

ଆଜି ରାଜଗାଙ୍ଗପୁର ଥାନା ବଗିଚାପଡାର ଅମିତ୍ ତିୱାରୀ, ଧରୁଆଡ଼ିହି ଥାନା ବିରବିରାର ବିକାଶ ଜୟପୁରିଆ, ପ୍ରକାଶ ଜୟପୂରିଆ, କୁକୁମୁରା ଗାଁର ଅକ୍ଷୟ ବେସନ ଏବଂ ଲାକବାହାଲ ଗାଁର ଆକାଶ କାଣ୍ଡିଙ୍କୁ ଗିରଫ କରିଛି ତଳସରା ପୁଲିସ। ସୂଚନା ଅନୁସାରେ ଗତ ମାସ ୧୭ ତାରିଖ ରାଜଗାଙ୍ଗପୁର ଅଞ୍ଚଳର ଚାରି ଜଣ ଛେଳି ବେପାରୀ ଛେଳି କିଣିବା ପାଇଁ ଏକ କାରରେ ତଳସରା ଥାନା ବନଡେଗାକୁ ଯାଉଥିବା ବେଳେ ବାଘିଆବେର୍ଣ୍ଣା ନିକଟରେ ବନ୍ଧୁକ ଦେଖାଇ ୨ ଲକ୍ଷ ୭୧ ହଜାର ଟଙ୍କା ଲୁଟି ନେବା ସହ ବେପାରୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

arrested

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe