ଜୁଆ ଆଡ୍ଡା ଉପରେ ଚଢ଼ାଉ: ୫ ଜୁଆଡ଼ିଙ୍କୁ ବାନ୍ଧିଲା ବ୍ରଜରାଜନଗର ପୁଲିସ

ବ୍ରଜରାଜନଗର ପୁଲିସ ପକ୍ଷରୁ ଅପରେସନ ନେତ୍ରା ଆଧାରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୬ଟି ମୋବାଇଲ, ୪ଟି ବାଇକ, ନଗଦ  ୩୪୭୦ ଟଙ୍କା ଓ ୨ ମୁଠା ତାସ ଜବତ କରିଛି।

Untitled

ବ୍ରଜରାଜନଗର: ବ୍ରଜରାଜନଗର ପୁଲିସ ପକ୍ଷରୁ ଅପରେସନ ନେତ୍ରା ଆଧାରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ ଲମଟିବାହାଲ ନୂଆପଡ଼ାର ଧର୍ମେନ୍ଦ୍ର ଯାଦବ(୩୩), ଓ ପି ଏମ  କଲୋନୀର ସମୀର ଭାଇନା(୧୯), ଲମଟି ବାହାଲ  ଇବପିଟ ର କିଷ୍ଣା ସିଂ(୨୨), ଲମଟିବାହାଲ ନୂଆପଡ଼ାର ରଞ୍ଜିତ ରାୟ,(୨୮),  ଇବପିଟର ରୋହିତ ସିଂ(୩୫)।ଘଟଣାସ୍ଥଳରୁ ୬ଟି ମୋବାଇଲ, ୪ଟି ବାଇକ, ନଗଦ  ୩୪୭୦ ଟଙ୍କା ଓ ୨ ମୁଠା ତାସ ଜବତ କରିଛି।

ବ୍ରଜରାଜନଗର ପୁଲିସ ପକ୍ଷରୁ ଅପରେସନ ନେତ୍ରା ଆଧାରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ ଲମଟିବାହାଲ ନୂଆପଡ଼ାର ଧର୍ମେନ୍ଦ୍ର ଯାଦବ(୩୩), ଓ ପି ଏମ  କଲୋନୀର ସମୀର ଭାଇନା(୧୯), ଲମଟି ବାହାଲ  ଇବପିଟ ର କିଷ୍ଣା ସିଂ(୨୨), ଲମଟିବାହାଲ ନୂଆପଡ଼ାର ରଞ୍ଜିତ ରାୟ,(୨୮),  ଇବପିଟର ରୋହିତ ସିଂ(୩୫)।ଘଟଣାସ୍ଥଳରୁ ୬ଟି ମୋବାଇଲ, ୪ଟି ବାଇକ, ନଗଦ  ୩୪୭୦ ଟଙ୍କା ଓ ୨ ମୁଠା ତାସ ଜବତ କରିଛି।

ଏହି ଜୁଆଖେଳ ଇବପିଟ ରୋହିଦାସ ପଡ଼ାରେ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଏହି  ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe