ଏମ୍ଏସପି ପ୍ଲାଣ୍ଟରେ ପୁଣି ଦୁର୍ଘଟଣା: ପ୍ଲେଟ ପଡ଼ି ୫ ଗୁରୁତର

Advertisment

ଏମ୍ଏସପି ପ୍ଲାଣ୍ଟରେ ପୁଣି ଦୁର୍ଘଟଣା। ଆଜି ଦିନ ପ୍ରାୟ ୧୧ଟା ବେଳେ ବ୍ଲାଷ୍ଟ ଫର୍ଣାନସ୍ ନିକଟରେ ଥିବା ବର୍ଣିଫିକେସନ୍ ପ୍ଲେଟ(ଏକ ବିଶାଳ ଲୁହା ପ୍ଲେଟ) ଖସି ପଡ଼ିବାରୁ ତଳେ କାର୍ଯ୍ୟରତ କର୍ମଚାରୀମାନେ ଏଥିରେ ଫସି ଯାଇଥିଲେ। ସହକର୍ମୀଙ୍କ ଦ୍ଵାରା ୫ ଜଣଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

s-a65

ଝାରସୁଗୁଡ଼ା: ସଦର ଥାନା ଅନ୍ତର୍ଗତ ଏମ୍ଏସପି ପ୍ଲାଣ୍ଟରେ ପୁଣି ଦୁର୍ଘଟଣା। ଆଜି ଦିନ ପ୍ରାୟ ୧୧ଟା ବେଳେ ବ୍ଲାଷ୍ଟ ଫର୍ଣାନସ୍ ନିକଟରେ ଥିବା ବର୍ଣିଫିକେସନ୍ ପ୍ଲେଟ(ଏକ ବିଶାଳ ଲୁହା ପ୍ଲେଟ) ଖସି ପଡ଼ିବାରୁ ତଳେ କାର୍ଯ୍ୟରତ କର୍ମଚାରୀମାନେ ଏଥିରେ ଫସି ଯାଇଥିଲେ। ସହକର୍ମୀଙ୍କ ଦ୍ଵାରା ୫ ଜଣଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଖବର ଲେଖା ହେବା ଯାଏ ପ୍ଲେଟ ତଳେ ଫସିଥିବା ଅନ୍ୟ ୨ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି। ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ କର୍ମଚାରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଉଲ୍ଲେଖ ଯୋଗ୍ୟ, ମାସକ ତଳେ ଏହି କାରଖାନାରେ ଗ୍ୟାସ ଲିକ୍ ହୋଇ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe