ରାଉରକେଲାରୁ ଚୋରି ୫ ଅଟୋ ଝାରଖଣ୍ଡରୁ ଜବତ

ରାଉରକେଲାର ବିଭିନ୍ନ ଅଞ୍ଚଳରୁ ଚୋରି ୫ ଯାତ୍ରୀବାହୀ ଅଟୋ ଝାଡ଼ଖଣ୍ଡରୁ ଜବତ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ବତନ୍ତ୍ର ପୁଲିସ ଟିମ୍‌ ଝାରଖଣ୍ଡର ରାଣିଆ ଓ ଗୁମ୍‌ଲାରୁ ଜବତ କରିଛି। ଜବତ ୫ ଅଟୋ ମଧ୍ୟରୁ ୩ଟି ରଘୁନାଥପାଲୀ ଓ ଦୁଇଟି ଅଟୋ ବ୍ରାହ୍ମଣୀତରଙ୍ଗ ଅଞ୍ଚଳର।

ଟ୍ରକ ଧକ୍କାରେ ଟେମ୍ପୋ ଓଲଟି ଜଣେ ମୃତ

ରାଉରକେଲା: ସହରର ବିଭିନ୍ନ ଅଞ୍ଚଳରୁ ଚୋରି ୫ ଯାତ୍ରୀବାହୀ ଅଟୋ ଝାଡ଼ଖଣ୍ଡରୁ ଜବତ ହୋଇଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗଠିତ ସ୍ବତନ୍ତ୍ର ପୁଲିସ ଟିମ୍‌ ଝାରଖଣ୍ଡର ରାଣିଆ ଓ ଗୁମ୍‌ଲାରୁ ଜବତ କରିଛି। ଜବତ ୫ ଅଟୋ ମଧ୍ୟରୁ ୩ଟି ରଘୁନାଥପାଲୀ ଓ ଦୁଇଟି ଅଟୋ ବ୍ରାହ୍ମଣୀତରଙ୍ଗ ଅଞ୍ଚଳର। ଚୋରି ଘଟଣାରେ ପୁଲିସ୍‌ ଟିମ୍‌ କିଛି ଚୋରକୁ ଧରିଥିବା ଜଣାପଡ଼ିଛି। ଏମାନଙ୍କ ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି, ପୁଲିସ ତା’ର ତଦନ୍ତ ଚଳାଇଛି।

ଝାରଖଣ୍ଡ କିଛି ଚୋର ସହରର ରଘୁନାଥପାଲୀ ଓ ବ୍ରାହ୍ମଣୀତରଙ୍ଗ ଅଞ୍ଚଳରୁ ୫ଟି ଯାତ୍ରୀବାହୀ ଅଟୋକୁ ଚୋରି କରି ଝାଡ଼ଖଣ୍ଡର ଗୁମ୍‌ଲା ଓ ରାଣିଆ ଅଞ୍ଚଳରେ ବିକ୍ରି କରିଦେଇଥିଲେ। ଅଟୋମାଲିକମାନେ ଏ ନେଇ ଉଭୟ ବ୍ରାହ୍ମଣୀତରଙ୍ଗ ଓ ରଘୁନାଥପାଲୀ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରିଥିଲେ। ଚୋରି ଯାତ୍ରୀବାହୀ ଅଟୋ ଓ ଚୋରମାନଙ୍କୁ ଧରିବାକୁ ଏସ୍‌ପିଙ୍କ ନ‌ିର୍ଦ୍ଦେଶକ୍ରମେ ଗଠିତ ପୁଲିସ ଟିମ୍‌ ଝାଡ଼ଖଣ୍ଡର ପୁଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ୫ ଅଟୋକୁ ଜବତ କରିବାରେ ସକ୍ଷମ ହୋଇଥିଲା।  

ମିଳିଥିବା ସୂଚନା ମୁତାବକ ଝାରଖଣ୍ଡ କିଛି ଚୋର ସହରର ରଘୁନାଥପାଲୀ ଓ ବ୍ରାହ୍ମଣୀତରଙ୍ଗ ଅଞ୍ଚଳରୁ ୫ଟି ଯାତ୍ରୀବାହୀ ଅଟୋକୁ ଚୋରି କରି ଝାଡ଼ଖଣ୍ଡର ଗୁମ୍‌ଲା ଓ ରାଣିଆ ଅଞ୍ଚଳରେ ବିକ୍ରି କରିଦେଇଥିଲେ। ଅଟୋମାଲିକମାନେ ଏ ନେଇ ଉଭୟ ବ୍ରାହ୍ମଣୀତରଙ୍ଗ ଓ ରଘୁନାଥପାଲୀ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରିଥିଲେ। ଚୋରି ଯାତ୍ରୀବାହୀ ଅଟୋ ଓ ଚୋରମାନଙ୍କୁ ଧରିବାକୁ ଏସ୍‌ପିଙ୍କ ନ‌ିର୍ଦ୍ଦେଶକ୍ରମେ ଗଠିତ ପୁଲିସ ଟିମ୍‌ ଝାଡ଼ଖଣ୍ଡର ପୁଲିସ ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ୫ ଅଟୋକୁ ଜବତ କରିବାରେ ସକ୍ଷମ ହୋଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe