ଆସିକାରୁ ୫୦ କିଲୋ ଗଞ୍ଜେଇ ଜବତ, ୬ ଗିରଫ

ଗଞ୍ଜାମ ଜିଲ୍ଲା ଆସିକାରୁ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଅବକାରୀ ଗୁଇନ୍ଦା ବିଭାଗ ୬ଜଣଙ୍କୁ ଗିରଫ କରିଛି। ଆସିକାରୁ ଭୁବନେଶ୍ୱରକୁ ଚାଲାଣ ବେଳେ ମାଡ଼ିବସିଥିଲେ ଅବକାରୀ ଟିମ୍।

arrest

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକାରୁ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଅବକାରୀ ଗୁଇନ୍ଦା ବିଭାଗ ୬ଜଣଙ୍କୁ ଗିରଫ କରିଛି। ଆସିକାରୁ ଭୁବନେଶ୍ୱରକୁ ଚାଲାଣ ବେଳେ ମାଡ଼ିବସିଥିଲେ ଅବକାରୀ ଟିମ୍।

ଗଞ୍ଜାମ ଜିଲ୍ଲା ଆସିକାରୁ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଅବକାରୀ ଗୁଇନ୍ଦା ବିଭାଗ ୬ଜଣଙ୍କୁ ଗିରଫ କରିଛି। ଆସିକାରୁ ଭୁବନେଶ୍ୱରକୁ ଚାଲାଣ ବେଳେ ମାଡ଼ିବସିଥିଲେ ଅବକାରୀ ଟିମ୍। ଇନୋଭା କାର ସହ ୨ ପଲସର ବାଇକକୁ ଜବତ କରାଯାଇଛି। ଗଞ୍ଜେଇ ଭର୍ତ୍ତି ଇନୋଭାକୁ ଏସକର୍ଟ କରୁଥିଲା ବାଇକ୍। ସମସ୍ତ ଗିରଫ ଅଭିଯୁକ୍ତ କନ୍ଧମାଳର ବୋଲି ସୂଚନା ମିଳିଛି।

ଇନୋଭା କାର ସହ ୨ ପଲସର ବାଇକକୁ ଜବତ କରାଯାଇଛି। ଗଞ୍ଜେଇ ଭର୍ତ୍ତି ଇନୋଭାକୁ ଏସକର୍ଟ କରୁଥିଲା ବାଇକ୍। 
ସମସ୍ତ ଗିରଫ ଅଭିଯୁକ୍ତ କନ୍ଧମାଳର ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe