ଚତୁର୍ଥ ପର୍ଯ୍ୟାୟ ମତଦାନ: ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ

Advertisment
ଚତୁର୍ଥ ପର୍ଯ୍ୟାୟ ମତଦାନ: ରାଜ୍ୟରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଓଡ଼ିଶାର ୮ଟି ଜିଲ୍ଲାର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ମତଦାନ ଜାରି ଅଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଚୂନା ଅନୁସାରେ ଅପରାହ୍ଣ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଏବଂ ଆବଶ୍ୟକ ପଡ଼ିଲେ ସମୟସୀମା ବୃଦ୍ଧି କରାଯାଇପାରେ।

କେଉଁ ଲୋକସଭା ଆନସରେ କେତେ ପ୍ରତିଶତ ମତଦାନ:

ମୟୂରଭଂଜ: ୫୪.୩୮ ପ୍ରତିଶତ
ବାଲେଶ୍ୱର: ୫୧.୨୬ ପ୍ରତିଶତ
ଭଦ୍ରକ: ୫୦.୮୦ ପ୍ରତିଶତ
ଯାଜପୁର: ୫୧.୭୨ ପ୍ରତିଶତ
କେନ୍ଦ୍ରାପଡ଼ା: ୫୫.୩୮ପ୍ରତିଶତ
ଜଗତସିଂହପୁର: ୪.୮୨ ପ୍ରତିଶତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe