ସରଣ୍ଡାରୁ ୫ କିଲୋ ବିଶିଷ୍ଟ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ ଦ୍ଵାରା ମାଓବିରୋଧୀ ଅଭିଯାନ ଜାରିରହିଛି। ଶୁକ୍ରବାର ସୁରକ୍ଷାବାହିନୀ ଦ୍ଵାରା ଗୋଟିଏ ୫ କିଲୋଗ୍ରାମର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଛି।

ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ, ୩ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ ଦ୍ଵାରା ମାଓବିରୋଧୀ ଅଭିଯାନ ଜାରିରହିଛି। ଶୁକ୍ରବାର ସୁରକ୍ଷାବାହିନୀ ଦ୍ଵାରା ଗୋଟିଏ ୫ କିଲୋଗ୍ରାମର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଛି। ପରେ ସୁରକ୍ଷାବାହିନୀ ଦ୍ଵାରା ଏହାକୁ ଜଙ୍ଗଲରେ ହିଁ ନଷ୍ଟ କରି ଦିଆଯାଇଛି।

ଜରେଇକେଲା ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲର ନକ୍ସଲ ପ୍ରଭାବିତ ଅଞ୍ଚଳରେ ଝାଡ଼ଖଣ୍ଡ ପୁଲିସ ଓ ସିଆର୍‌ପିଏଫ ଦ୍ଵାରା ମାଓବିରୋଧୀ ଅଭିଯାନ ଜାରିରହିଛି। ଶୁକ୍ରବାର ସୁରକ୍ଷାବାହିନୀ ଦ୍ଵାରା ଗୋଟିଏ ୫ କିଲୋଗ୍ରାମର ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରାଯାଇଛି। ପରେ ସୁରକ୍ଷାବାହିନୀ ଦ୍ଵାରା ଏହାକୁ ଜଙ୍ଗଲରେ ହିଁ ନଷ୍ଟ କରି ଦିଆଯାଇଛି।

 ଉଲ୍ଲେଖଯୋଗ୍ୟ ଯେ, ଜରେଇକେଲା ଥାନା ଅନ୍ତର୍ଗତ ଭାଙ୍ଗରାମ ପାହାଡ଼ରେ ଚାଲିଥିବା ଅଭିଯାନବେଳେ ବୋମା ନିଷ୍କ୍ରିୟକାରୀ ଦଳ ଦ୍ଵାରା ଏହି ଲ୍ୟାଣ୍ଡମାଇନ୍‌ଟି ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe