କାଲିମେଳା ଥାନାରେ ୫୫ ଗୋରୁ ସହ ୬ ଯୁବକ ଅଟକ

Advertisment

ଗତକାଲି ରାତିରେ କାଲିମେଳା ପଟେରୁ ଅଞ୍ଚଳରୁ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଗୋରୁ ଚାଲାଣ ହେଉଥିବା ବେଳେ ୫୫ ଗୋରୁ ସହ ୬ ଯୁବକକୁ ପୁଲିସ ଥାନାରେ ଅଟକ ରଖିଥିବାର ଜଣାପଡିଛି | ଏହି ସବୁ ଗୋରୁ ଆନ୍ଧ୍ରପ୍ରଦେଶର ବିଭିନ୍ନ କଂସେଇ ଖାନାକୁ ଚୋରାରେ ଚାଲାଣ ହେଉଥିଲା |

chalan

କାଲିମେଳା :ଗତକାଲି ରାତିରେ କାଲିମେଳା ପଟେରୁ ଅଞ୍ଚଳରୁ ପଡୋଶୀ ଆନ୍ଧ୍ରପ୍ରଦେଶକୁ ଗୋରୁ ଚାଲାଣ ହେଉଥିବା ବେଳେ ୫୫ ଗୋରୁ ସହ ୬ ଯୁବକକୁ ପୁଲିସ ଥାନାରେ ଅଟକ ରଖିଥିବାର ଜଣାପଡିଛି | ଗତକାଲି ରାତିରେ ଏହି ସବୁ ଗୋରୁ ଆନ୍ଧ୍ରକୁ ଚାଲାଣ ହେଉଥିବାବେଳେ ୩୨୬ ଜାତୀୟ ରାଜପଥର ଗୋମ୍ପାକୋଣ୍ଡା ଛକରୁ କାଲିମେଳା ପୁଲିସ ଗୋରୁ ସହ ୬ ଜଣ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା |

ଏହି ସବୁ ଗୋରୁ ଆନ୍ଧ୍ରପ୍ରଦେଶର ବିଭିନ୍ନ କଂସେଇ ଖାନାକୁ ଚୋରାରେ ଚାଲାଣ ହେଉଥିଲା | ଏହି ଗୋରୁ ଚାଲାଣରେ ସମ୍ପୃକ୍ତ ୬ ଜଣ ଯୁବକକୁ କାଲିମେଳା ପୁଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବାର ଜଣା ପଡିଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe