ଶିମିଳିପାଳରୁ ୬ ଶିକାରୀ ଗିରଫ, ୩ ଦେଶୀ ବନ୍ଧୁକ ଜବତ

ଏଆଇ କ୍ୟାମେରା ଫଟୋ ଉପରେ ଆଧାର କରି ୬ଜଣ ଅଭିଯୁକ୍ତ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ରଥ ସିଂହ, ବଉଳା ସିଂହ, ମିଥୁନ୍ ସୋରେନ୍, ଲକ୍ଷ୍ମଣ ସୋରେନ୍ ଓ ପ୍ରଧାନ ସୋରେନ୍।

ଅଦ୍ୟତନ ହୋଇଛି
xc

ବାରିପଦା: ଏକ ଏଆଇ କ୍ୟାମେରା ଫଟୋ ଉପରେ ଆଧାର କରି ୬ଜଣ ଅଭିଯୁକ୍ତ ଶିକାରୀଙ୍କୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ରଥ ସିଂହ, ବଉଳା ସିଂହ, ମିଥୁନ୍ ସୋରେନ୍, ଲକ୍ଷ୍ମଣ ସୋରେନ୍ ଓ ପ୍ରଧାନ ସୋରେନ୍।

ଏମାନଙ୍କୁ ଶିମିଳିପାଳ ଅଭୟାରଣ୍ୟରେ ବେଆଇନ ପ୍ରବେଶ ଏବଂ ଗୋଟିଏ ହରିଣ ଛୁଆକୁ ମାରିବା ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe