ବେଆଇନ ଶ୍ରମିକ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ

Advertisment

ସୁନ୍ଦରଗଡ଼ରୁ ବେଆଇନ ଶ୍ରମିକ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ସୁନ୍ଦରଗଡ଼ରୁ ସ୍ୱତନ୍ତ୍ର ବସ୍‌ରେ ଗୋଆକୁ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିଲା। ଏହି ମାମଲାରେ ଦଲାଲ ଓ ବସ କର୍ମଚାରୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି। 

ସୁନ୍ଦରଗଡ଼ରୁ ବେଆଇନ ଶ୍ରମିକ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ସୁନ୍ଦରଗଡ଼ରୁ ସ୍ୱତନ୍ତ୍ର ବସ୍‌ରେ ଗୋଆକୁ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିଲା। ଏହି ମାମଲାରେ ଦଲାଲ ଓ ବସ କର୍ମଚାରୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି। 

cvb

ସୁନ୍ଦରଗଡ଼: ସୁନ୍ଦରଗଡ଼ରୁ ବେଆଇନ ଶ୍ରମିକ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ସୁନ୍ଦରଗଡ଼ରୁ ସ୍ୱତନ୍ତ୍ର ବସ୍‌ରେ ଗୋଆକୁ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିଲା।

ସୁନ୍ଦରଗଡ଼ରୁ ବେଆଇନ ଶ୍ରମିକ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ସୁନ୍ଦରଗଡ଼ରୁ ସ୍ୱତନ୍ତ୍ର ବସ୍‌ରେ ଗୋଆକୁ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିଲା। ଗୋଆରୁ ଆସିଥିବା ୨ଟି ବସ୍‌କୁ ଜବତ କରିବା ସହ ୬୦ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ମାମଲାରେ ଦଲାଲ ଓ ବସ କର୍ମଚାରୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି। 

ଗୋଆରୁ ଆସିଥିବା ୨ଟି ବସ୍‌କୁ ଜବତ କରିବା ସହ ୬୦ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ। ଏହି ମାମଲାରେ ଦଲାଲ ଓ ବସ କର୍ମଚାରୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe