ଯୁବକଙ୍କୁ ଅପହରଣର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତ

Advertisment

ଗତ ୧୮ ତାରିଖ ଦିନ ଭୁବନେଶ୍ୱରର ୩୧ ବର୍ଷ ବୟସ୍କ ସୌମ୍ୟରଂଜନ ବେହେରାଙ୍କୁ ବଉଳକୁଦ ବୟାଳିସି ମୌଜାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ I ଅପହରଣ କରିବାର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତ I

ଗତ ୧୮ ତାରିଖ ଦିନ ଭୁବନେଶ୍ୱରର ୩୧ ବର୍ଷ ବୟସ୍କ ସୌମ୍ୟରଂଜନ ବେହେରାଙ୍କୁ ବଉଳକୁଦ ବୟାଳିସି ମୌଜାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ I ଅପହରଣ କରିବାର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତ I

arrest

ଭୁବନେଶ୍ୱର: ଜଣେ ଯୁବକଙ୍କୁ ଅପହରଣ କରିବା ପରର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତI ଗତ ୧୮ ତାରିଖ ଦିନ ଭୁବନେଶ୍ୱରର ୩୧ ବର୍ଷ ବୟସ୍କ ସୌମ୍ୟରଂଜନ ବେହେରାଙ୍କୁ ବଉଳକୁଦ ବୟାଳିସି ମୌଜାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ I ୭ଜଣ ଦୁର୍ବୃତ୍ତ ବକେୟା ଟଙ୍କା ପାଇଁ ସୌମ୍ୟଙ୍କୁ ଉଠାଇ ନେଇଥିଲେI ଟ୍ରେଡିଙ୍ଗରୁ ରାଗ ରଖି ଏହି ଅପହରଣ କରିଥିଲେ ୭ ଅଭିଯୁକ୍ତ I

ଯୁବକଙ୍କୁ ଅପହରଣ କରିବା ପରର ୧୨ ଘଣ୍ଟା ପରେ ବନ୍ଧା ହେଲେ ୭ ଅଭିଯୁକ୍ତI ଗତ ୧୮ ତାରିଖ ଦିନ ଭୁବନେଶ୍ୱରର ୩୧ ବର୍ଷ ବୟସ୍କ ସୌମ୍ୟରଂଜନ ବେହେରାଙ୍କୁ ବଉଳକୁଦ ବୟାଳିସି ମୌଜାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ I ୭ଜଣ ଦୁର୍ବୃତ୍ତ ବକେୟା ଟଙ୍କା ପାଇଁ ସୌମ୍ୟଙ୍କୁ ଉଠାଇ ନେଇଥିଲେI ଟ୍ରେଡିଙ୍ଗରୁ ରାଗ ରଖି ଏହି ଅପହରଣ କରିଥିଲେ ୭ ଅଭିଯୁକ୍ତ I ଏହାର ମାଷ୍ଟର ମାଇଣ୍ଡ ଥିଲା ଜଣେ ଜିମ ଟ୍ରେନରI କଟକ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। 

ଏହାର ମାଷ୍ଟର ମାଇଣ୍ଡ ଥିଲା ଜଣେ ଜିମ ଟ୍ରେନର୍I କଟକ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି। 

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe