କମର୍ଦ୍ଦlରେ ପାଗଳ କୁକୁର ଆତଙ୍କ, ୭ ଗୁରୁତର

Advertisment

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ। ପାଗଳ କୁକୁର କାମୁଡ଼ାରେ ୭ ଗୁରୁତର ହୋଇଥିବା ଜଣାଯାଇଛି।  ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ। ପାଗଳ କୁକୁର କାମୁଡ଼ାରେ ୭ ଗୁରୁତର ହୋଇଥିବା ଜଣାଯାଇଛି।  ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

xc

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କମର୍ଦ୍ଦା ବଜାରରେ ପାଗଳ କୁକୁର ଆତଙ୍କ। ପାଗଳ କୁକୁର କାମୁଡ଼ାରେ ୭ ଗୁରୁତର ହୋଇଥିବା ଜଣାଯାଇଛି। 

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୫ ମହିଳା ୧ ପୁରୁଷ ଓ ୧ ନାବାଳକ ଗୁରୁତର ଗୁରୁତର ଆହତ ହୋଇଛନ୍ତି।  ସମସ୍ତଙ୍କ ଘୋର କମର୍ଦ୍ଦା ଓ କାନପୁର ଗ୍ରାମର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ବଜାରରେ ଆଜି ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗୋଟିଏ ପାଗଳ କୁକୁର ଗୋଡ଼ାଇ ଗୋଡ଼ାଇ ଲୋକଙ୍କୁ କାମୁଡ଼ିଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୫ ମହିଳା ୧ ପୁରୁଷ ଓ ୧ ନାବାଳକ ଗୁରୁତର ଗୁରୁତର ଆହତ ହୋଇଛନ୍ତି।  ସମସ୍ତଙ୍କ ଘୋର କମର୍ଦ୍ଦା ଓ କାନପୁର ଗ୍ରାମର ବୋଲି ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ କୁକୁରକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe