Advertisment

9.8 lakh crore in 9 months: ବିତ୍ତୀୟ ନିଅଣ୍ଟ ୯ ମାସରେ ୯.୮ ଲକ୍ଷ କୋଟି

Advertisment

ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ଏବେ ତା’ର ୬୩ ପ୍ରତିଶତରେ ବିତ୍ତୀୟ ନିଅଣ୍ଟ ପହଞ୍ଚିଛି। ଏପ୍ରିଲରୁ ଜାନୁଆରି ମଧ୍ୟରେ ଭାରତ ସରକାରଙ୍କ ବିତ୍ତୀୟ ନିଅଣ୍ଟ ୯.୮ ଲକ୍ଷ କୋଟି ଟଙ୍କା ରହିଛି।

money

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ, ଏବେ ତା’ର ୬୩ ପ୍ରତିଶତରେ ବିତ୍ତୀୟ ନିଅଣ୍ଟ ପହଞ୍ଚିଛି। ଏପ୍ରିଲରୁ ଜାନୁଆରି ମଧ୍ୟରେ ଭାରତ ସରକାରଙ୍କ ବିତ୍ତୀୟ ନିଅଣ୍ଟ ୯.୮ ଲକ୍ଷ କୋଟି ଟଙ୍କା ରହିଛି। ଆର୍ଥିକ ବର୍ଷର ଶେଷ ତିନି ମାସରେ ବିତ୍ତୀୟ ନିଅଣ୍ଟ ପରିମାଣ ଉପରେ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ପରିସୀମାରେ ରହିବ କି ନାହିଁ ତାହା ନିର୍ଭର କରୁଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ସରକାରଙ୍କ ମୋଟ ଟିକସ ରାଜସ୍ବ ୨୦.୯୪ ଲକ୍ଷ କୋଟି ଟଙ୍କା ଥିଲା। 

ପୂର୍ବ ବର୍ଷ ଏହି ସମୟ ତୁଳନାରେ ଏଥିରେ ୧୯ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଥିଲା। ଅଣ ଟିକସ ରାଜସ୍ବ ୫.୫୭ ଲକ୍ଷ କୋଟି ଟଙ୍କା ହୋଇଛି। ଏହି ସମୟରେ ମୋଟ ସରକାରୀ ବ୍ୟୟ ୩୬.୯ ଲକ୍ଷ କୋଟି ଟଙ୍କା ହୋଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷର ଏହି ସମୟରେ ୩୫.୭ ଲକ୍ଷ କୋଟି ଟଙ୍କା ଥିଲା। ଏହି ୯ ମାସ ମଧ୍ୟରେ ଭାରତ ସରକାରଙ୍କ ପୁଞ୍ଜିବ୍ୟୟ ୮.୪ ଲକ୍ଷ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe