ବସ୍ ସହିତ ଟ୍ରେଲରର ଧକ୍କା, ୭ ଗୁରୁତର

Advertisment

୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଦରଖଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରାତି ୨ଟାରେ ଦୁର୍ଘଟଣା ଘଟିଛି।

୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଦରଖଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ରାତି ୨ଟାରେ ଦୁର୍ଘଟଣା ଘଟିଛି।

bh

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଦରଖଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରାତି ୨ଟାରେ ଦୁର୍ଘଟଣା ଘଟିଛି।

କେନ୍ଦୁଝର ଅଭିମୁଖେ ଯାଉଥିବା ଡେକାନ ବସ୍ ସହିତ ଦରଖଳା ନିକଟରେ ଏକ ଟ୍ରେଲରର ଧକ୍କା ହୋଇଥିଲା। ଏଥିରେ ୭ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି।

କେନ୍ଦୁଝର ଅଭିମୁଖେ ଯାଉଥିବା ଡେକାନ ବସ୍ ସହିତ ଏକ ଟ୍ରେଲରର ଧକ୍କା ହୋଇଥିଲା। ଏଥିରେ ୭ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe