ଟ୍ରକ୍ ସହ ଯାତ୍ରୀବାହୀ ବସ୍ ଧକ୍କା: ୩୦ ଆହତ, ୯ ଗୁରୁତର

Advertisment

୧୬ ନଂ ଜାତୀୟ ରାଜପଥ, ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକ୍ ସହ ଏକ ଯାତ୍ରୀବାହୀ ଧକ୍କା ହେବା ଫଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୯ ଗୁରୁତର ହୋଇଛନ୍ତି।

୧୬ ନଂ ଜାତୀୟ ରାଜପଥ, ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକ୍ ସହ ଏକ ଯାତ୍ରୀବାହୀ ଧକ୍କା ହେବା ଫଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୯ ଗୁରୁତର ହୋଇଛନ୍ତି।

Accident

ବସ୍ତା: ୧୬ ନଂ ଜାତୀୟ ରାଜପଥ, ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକ୍ ସହ ଏକ ଯାତ୍ରୀବାହୀ ଧକ୍କା ହେବା ଫଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୯ ଗୁରୁତର ହୋଇଛନ୍ତି।

୧୬ ନଂ ଜାତୀୟ ରାଜପଥ, ବସ୍ତା ଥାନା ଜୁଣବଳଦା ନିକଟରେ ବିଳମ୍ବିତ ରାତ୍ରିରେ ଟ୍ରକ୍ ସହ ଏକ ଯାତ୍ରୀବାହୀ ଧକ୍କା ହେବା ଫଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୦ ଜଣ ଆହତ ହୋଇଥିବା ବେଳେ ୯ ଗୁରୁତର ହୋଇଛନ୍ତି।

Untitled

ସୂଚନା ଅନୁସାରେ, ଭୁବନେଶ୍ୱରରୁ ପଶ୍ଚିମବଙ୍ଗର ଆରାମବାଗ ଅଭିମୁଖେ ଯାଉଥିବା ଦାସ ଏଣ୍ଡ ଦାସ ବସ ରାତି ପ୍ରାୟ ଗୋଟାଏ ସମୟରେ ରାଜପଥର ଜୁଣବଳଦା ଠାରେ ରାସ୍ତା ଉପରେ ଛିଡା ହୋଇ ରହିଥିବା କୋଇଲା ବୋଝେଇ ଟ୍ରକ୍ ( ଏପି ୩୯ ଟିୟୁ ୫୯୫୯)କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ରାଜପଥ ପେଟ୍ରୋଲିଙ୍ଗ କର୍ମଚାରୀ, ରାଜପଥ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ଆଣିଥିଲେ। ବସରେ ୭୦ ରୁ ଅଧିକ ଯାତ୍ରୀ ଥିବା ବେଳେ,ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ବାଲେଶ୍ୱର ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe