କାର୍‌କୁ ପଛପଟୁ ଧକ୍କା ଦେଲା କଣ୍ଟେନର: ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ  ମଥାନୀ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ଆହତ ହୋଇଥିବା ଜଣାଯାଇଛି । କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୁଅ ଆହତ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ସୁରକ୍ଷିତ ଅଛନ୍ତି ।

ୁୀି

ବସ୍ତା: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ  ମଥାନୀ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ଆହତ ହୋଇଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ଦିନ ୧୦ଟା ସମୟରେ ଜଳେଶ୍ଵରରୁ ବାଲେଶ୍ଵର  ଅଭିମୁଖେ ଯାଉଥିବା ସମୟରେ କାରର ( ଓଡି-୦୧-ଏପି୭୩୬୦) ପଛପଟୁ ଦ୍ରୁତ ଗତିରେ ଆସୁଥିବା କଣ୍ଟେନର (ଏନଏଲ-୦୧-ଏସି୩୫୮୨)  ହଠାତ୍ କାରର ବାମ ପାର୍ଶ୍ୱରେ ଧକ୍କା ଦେଇ ଫେରାର ହୋଇଥିଲା । ଫଳରେ ସ୍ଥାନୀୟ ଯୁବକ କଣ୍ଟେନରକୁ ପିଛା କରି ରୂପସା ନିକଟରେ  ଧରି ବସ୍ତା ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଜଳେଶ୍ଵରରୁ ବାଲେଶ୍ଵର  ଅଭିମୁଖେ ଯାଉଥିବା ସମୟରେ କାରର ( ଓଡି-୦୧-ଏପି୭୩୬୦) ପଛପଟୁ ଦ୍ରୁତ ଗତିରେ ଆସୁଥିବା କଣ୍ଟେନର (ଏନଏଲ-୦୧-ଏସି୩୫୮୨)  ହଠାତ୍ କାରର ବାମ ପାର୍ଶ୍ୱରେ ଧକ୍କା ଦେଇ ଫେରାର ହୋଇଥିଲା । ଫଳରେ ସ୍ଥାନୀୟ ଯୁବକ କଣ୍ଟେନରକୁ ପିଛା କରି ରୂପସା ନିକଟରେ  ଧରି ବସ୍ତା ପୁଲିସକୁ ହସ୍ତାନ୍ତର କରିଛନ୍ତି। କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୁଅ ଆହତ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ସୁରକ୍ଷିତ ଅଛନ୍ତି ।

କାର୍ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୁଅ ଆହତ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ସୁରକ୍ଷିତ ଅଛନ୍ତି । ଉଭୟ ଦୀଘାରୁ ରେମୁଣାକୁ ଫେରୁଥିବା ସମୟରେ ଘଟିଥିଲା ଅଘଟଣ। ଉପସ୍ଥିତ ଲୋକେ ପୁଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ବସ୍ତା ହସ୍ପିଟାଲକୁ ପଠାଇଥିଲେ । ଖବର ପାଇ ବସ୍ତା ପୁଲିସ  ପହଞ୍ଚି ଗାଡ଼ି ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe