ସ୍କୁଲ୍ ବସ୍ କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୦ ଛାତ୍ରୀ ଆହତ

Advertisment

ଖାନନଗର ଟ୍ରାଫିକ ଛକରେ ଏକ ସ୍କୁଲ ବସ୍କୁ  ଘରୋଇ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ସ୍କୁଲ ବସ୍ ରେ ଥିବା ୧୦ ଛାତ୍ରୀ ଆହତ ହୋଇଥିବାର ଖବର ମିଳିଛି।

ଖାନନଗର ଟ୍ରାଫିକ ଛକରେ ଏକ ସ୍କୁଲ ବସ୍କୁ  ଘରୋଇ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ସ୍କୁଲ ବସ୍ ରେ ଥିବା ୧୦ ଛାତ୍ରୀ ଆହତ ହୋଇଥିବାର ଖବର ମିଳିଛି।

ty

କଟକ: ଆଜି ସକାଳେ କଟକ ବାଦାମବାଡ଼ି ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଠାରେ ଥିବା ଖାନନଗର ଟ୍ରାଫିକ ଛକରେ ଏକ ସ୍କୁଲ ବସ୍କୁ  ଘରୋଇ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ସ୍କୁଲ ବସ୍ ରେ ଥିବା ୧୦ ଛାତ୍ରୀ ଆହତ ହୋଇଥିବାର ଖବର ମିଳିଛି।

ଖାନନଗର ଟ୍ରାଫିକ ଛକରେ ଏକ ସ୍କୁଲ ବସ୍କୁ  ଘରୋଇ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ସ୍କୁଲ ବସ୍ ରେ ଥିବା ୧୦ ଛାତ୍ରୀ ଆହତ ହୋଇଥିବାର ଖବର ମିଳିଛି।

ଏଣେ ଦୁର୍ଘଟଣା ଘଟାଇବା ପରେ ଧକ୍କା ଦେଇ ଘଟଣାସ୍ଥଳରୁ ଯାତ୍ରୀବାହୀ ବସ୍ ଚମ୍ପଟ ମାରିଥିଲା। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ହେଲେ ପରେ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe