ଯାଜପୁର: ଯାଜପୁର ଜ଼ିଲ୍ଲା ଧର୍ମଶାଳା ଥାନା କୋତପୁରଠାରେ ୧୦୮ ଆମ୍ବୁଲାନ୍ସ ଓ କାର ମୁହାଁମୁହିଁ ଧକ୍କା ହୋଇଛି। ବରୀର ଏହି ଆମ୍ବୁଲାନ୍ସ ଧର୍ମଶାଳା ମେଡିକାଲରେ ରୋଗୀ ଛାଡ଼ି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us