ରାଜଧାନୀରେ ସିରିଜ୍ ଦୁର୍ଘଟଣା: ବୃଦ୍ଧ ଗୁରୁତର, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Advertisment

ରାଜଧାନୀର ପଳାସୁଣୀ ଛକରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ  ବସ୍ କୁ ଟ୍ରକ୍ ଧକ୍କା ଦେବା ପରେ ବସ୍ ଏକ ଅଟୋ ଓ ଏନଏଚଏଆଇର ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ ହୋଇଥିଲେ। ଏହାଛଡ଼ା ଏଥିରେ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ।

accident

ଭୁବନେଶ୍ବର: ରାଜଧାନୀର ପଳାସୁଣୀ ଛକରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ ବସ୍ କୁ ଟ୍ରକ୍ ଧକ୍କା ଦେବା ପରେ ବସ୍ ଏକ ଅଟୋ ଓ ଏନଏଚଏଆଇର ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ ହୋଇଥିଲେ। ଏହାଛଡ଼ା ଏଥିରେ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ। ଅଟୋ ଚାଳକ ମଧ୍ୟ ଆହତ ହୋଇଥିଲେ।

ଘରୋଇ  ବସ୍ କୁ ଟ୍ରକ୍ ଧକ୍କା ଦେବା ପରେ ବସ୍ ଏକ ଅଟୋ ଓ ଏନଏଚଏଆଇର ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ ହୋଇଥିଲେ। ଏହାଛଡ଼ା ଏଥିରେ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ। ଅଟୋ ଚାଳକ ମଧ୍ୟ ଆହତ ହୋଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି। ଏଣେ ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ପଳାସୁଣୀ ଛକରେ ଟ୍ରାଫିକ୍ ଜାମ୍ ହୋଇଥିଲା। ପରେ ଅବଶ୍ୟ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe