ଟ୍ରେଲରକୁ ପିଟିଲା ଟାଟା ମ୍ୟାଜିକ୍‌, ୧ ମୃତ

Advertisment

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋପପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା​ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଆଜି ଦିନ ପ୍ରାୟ ୨ଟା ୩୦ ସମୟରେ ଗୋପପାଲି ଛକରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ଟାଟା ମ୍ୟାଜିକ୍‌(ଓଡି-୧୪ଏକ୍ସ-୨୨୭୩) ଦ୍ରୁତଗତିରେ ଆସି ପଛରୁ ପିଟିଥିଲା।

Updated On

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋପପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା​ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଆଜି ଦିନ ପ୍ରାୟ ୨ଟା ୩୦ ସମୟରେ ଗୋପପାଲି ଛକରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ଟାଟା ମ୍ୟାଜିକ୍‌(ଓଡି-୧୪ଏକ୍ସ-୨୨୭୩) ଦ୍ରୁତଗତିରେ ଆସି ପଛରୁ ପିଟିଥିଲା।

ଅଦ୍ୟତନ ହୋଇଛି
xcv

ବେଦବ୍ୟାସ: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋପପାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା​ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ଗତକାଲି ଦିନ ପ୍ରାୟ ୨ଟା ୩୦ ସମୟରେ ଗୋପପାଲି ଛକରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ଟାଟା ମ୍ୟାଜିକ୍‌(ଓଡି-୧୪ଏକ୍ସ-୨୨୭୩) ଦ୍ରୁତଗତିରେ ଆସି ପଛରୁ ପିଟିଥିଲା।

ଗତକାଲି ଦିନ ପ୍ରାୟ ୨ଟା ୩୦ ସମୟରେ ଗୋପପାଲି ଛକରେ ଠିଆ ହୋଇଥିବା ଏକ ଟ୍ରେଲରକୁ ଏକ ଟାଟା ମ୍ୟାଜିକ୍‌(ଓଡି-୧୪ଏକ୍ସ-୨୨୭୩) ଦ୍ରୁତଗତିରେ ଆସି ପଛରୁ ପିଟିଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥ​ଳରେ ପହଞ୍ଚି ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ସେଠାରେ ଡାକ୍ତର ଟାଟା ମ୍ୟାଜିକ୍‌ ଚାଳକ ସୁରଜ ଯାଦବ(୫୫)ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ମୃତ ସୁରଜଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।

ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥ​ଳରେ ପହଞ୍ଚି ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ସେଠାରେ ଡାକ୍ତର ଟାଟା ମ୍ୟାଜିକ୍‌ ଚାଳକ ସୁରଜ ଯାଦବ(୫୫)ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ମୃତ ସୁରଜଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe