ପିକଅପ ଭ୍ୟାନ ସହ ଦୁଇ ସ୍କୁଟି ଧକ୍କା, ଜଣେ ମୃତ, ତିନି ଆହତ

Advertisment

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଗୋପାଳପୁର ଜଙ୍କସନ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପିକଅପ ଭ୍ୟାନ ସହ ଦୁଇ ସ୍କୁଟି ଧକ୍କା ହୋଇଥିବାବେଳେ ଜଣେ ମୃତ, ତିନି ଆହତ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଗୋପାଳପୁର ଜଙ୍କସନ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପିକଅପ ଭ୍ୟାନ ସହ ଦୁଇ ସ୍କୁଟି ଧକ୍କା ହୋଇଥିବାବେଳେ ଜଣେ ମୃତ, ତିନି ଆହତ

accident

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଗୋପାଳପୁର ଜଙ୍କସନ ନିକଟସ୍ଥ ଜାତୀୟ ରାଜପଥ-୧୬ରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପିକଅପ ଭ୍ୟାନ ସହ ଦୁଇ ସ୍କୁଟି ଧକ୍କା ହୋଇଥିବାବେଳେ ଜଣେ ମୃତ, ତିନି ଆହତ । ମୃତକ ହେଲେ ପାଣିଗ୍ରାହୀ ପେଣ୍ଠ ସାହିର କାହ୍ନୁ ଚରଣ ସାହୁ ।

ଗୁରୁତର ମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ରୁଦ୍ରପ୍ରତାପ ଦାସ, ସନ୍ତୋଷ କୁମାର ସାହୁ ଓ ବସନ୍ତ କୁମାର ମହାନ୍ତ । ଦୁର୍ଘଟଣା ପରେ ଷ୍ଟାଇକିଂ ଫାୟାର ଫୋର୍ସର କର୍ମଚାରୀମାନେ ଗୁରୁତରଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe