ସିଲ୍ ହେଲା ସେକ୍ଟର -୫ ସ୍ଥିତ ଆଦର୍ଶ ପାଠାଗାର

ଭଡ଼ା ବାବଦରେ ପ୍ରାୟ ଏକ କୋଟି ଟଙ୍କା ବାକି ରହିଛି l ଆରଏସପି ଏହା ବିରୋଧରେ ହାଇ କୋର୍ଟରେ ଆଶ୍ରୟ ନେଇଥିଲା l ଗତକାଲି କୋର୍ଟ ଆରଏସପି ପକ୍ଷରେ ରାୟ ଦେଇଥିଲେ l ଆଜି ଆରଏସପି ସହର ସେବା ବିଭାଗ ଅଧିକାରୀ ପହଞ୍ଚି କୋର୍ଟଙ୍କ ଆଦେଶ ଅନୁଯାୟୀ ପାଠାଗାରକୁ ସିଲ୍ କରିଛନ୍ତି l

Untitled

ରାଉରକେଲା:  ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଜାଗାରେ ଏହି ପାଠାଗାର ରହିଛି l ଆରଏସପିକୁ ପାଠାଗାର ପରିଚାଳନା କରୁଥିବା ସଂସ୍ଥା ମାସିକ ଭଡ଼ା ଦେଉ ନଥିଲା l ଭଡ଼ା ବାବଦରେ ପ୍ରାୟ ଏକ କୋଟି ଟଙ୍କା ବାକି ରହିଛି l ଆରଏସପି ଏହା ବିରୋଧରେ ହାଇ କୋର୍ଟରେ ଆଶ୍ରୟ ନେଇଥିଲା l ଗତକାଲି କୋର୍ଟ ଆରଏସପି ପକ୍ଷରେ ରାୟ ଦେଇଥିଲେ l

ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଜାଗାରେ ଏହି ପାଠାଗାର ରହିଛି l ଆରଏସପିକୁ ପାଠାଗାର ପରିଚାଳନା କରୁଥିବା ସଂସ୍ଥା ମାସିକ ଭଡ଼ା ଦେଉ ନଥିଲା l ଭଡ଼ା ବାବଦରେ ପ୍ରାୟ ଏକ କୋଟି ଟଙ୍କା ବାକି ରହିଛି l ଆରଏସପି ଏହା ବିରୋଧରେ ହାଇ କୋର୍ଟରେ ଆଶ୍ରୟ ନେଇଥିଲା l ଗତକାଲି କୋର୍ଟ ଆରଏସପି ପକ୍ଷରେ ରାୟ ଦେଇଥିଲେ l ଆଜି ଆରଏସପି ସହର ସେବା ବିଭାଗ ଅଧିକାରୀ ପହଞ୍ଚି କୋର୍ଟଙ୍କ ଆଦେଶ ଅନୁଯାୟୀ ପାଠାଗାରକୁ ସିଲ୍ କରିଛନ୍ତିl

ଆଜି ଆରଏସପି ସହର ସେବା ବିଭାଗ ଅଧିକାରୀ ପହଞ୍ଚି କୋର୍ଟଙ୍କ ଆଦେଶ ଅନୁଯାୟୀ ପାଠାଗାରକୁ ସିଲ୍ କରିଛନ୍ତି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe