ବେଆଇନ ମଦ କାରବାରକୁ ନେଇ ବ୍ୟବସାୟୀଙ୍କ ସହ ମୁଁହାମୁହିଁ ହେଲେ ଶତାଧିକ ମହିଳା

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ତରାସିଆ ଵିଲ ମଝିରେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଚାଲି ଆସୁଥିଲା। ଆଜି ସକାଳେ ହଠାତ୍ ଗାଁର ଶତାଧିକ ମହିଳା ପହଞ୍ଚି ମଦ ବିକ୍ରି ବନ୍ଦ କରିବା ପାଇଁ ବ୍ୟବସାୟୀଙ୍କ ସହ ମୁଁହାମୁହିଁ ହୋଇଥିଲେ।

ଛାତ ଉପରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ଯୌତୁକଜନିତ ହତ୍ୟା ଅଭିଯୋଗ

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ତରାସିଆ ଵିଲ ମଝିରେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଚାଲି ଆସୁଥିଲା। ଆଜି ସକାଳେ ହଠାତ୍ ଗାଁର ଶତାଧିକ ମହିଳା ପହଞ୍ଚି ମଦ ବିକ୍ରି ବନ୍ଦ କରିବା ପାଇଁ ବ୍ୟବସାୟୀଙ୍କ ସହ ମୁଁହାମୁହିଁ ହୋଇଥିଲେ।

ଭୋଗରାଇ ବ୍ଳକ ତରାସିଆ ଵିଲ ମଝିରେ ଦୀର୍ଘ ଦିନ ଧରି ବେଆଇନ ମଦ କାରବାର ଚାଲି ଆସୁଥିଲା। ଆଜି ସକାଳେ ହଠାତ୍ ଗାଁର ଶତାଧିକ ମହିଳା ପହଞ୍ଚି ମଦ ବିକ୍ରି ବନ୍ଦ କରିବା ପାଇଁ ବ୍ୟବସାୟୀଙ୍କ ସହ ମୁଁହାମୁହିଁ ହୋଇଥିଲେ। ଆଗାମୀ ଦିନରେ ଏହି ବେଆଇନ କାରବାର ବନ୍ଦ ନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ଆଗାମୀ ଦିନରେ ଏହି ବେଆଇନ କାରବାର ବନ୍ଦ ନ ହେଲେ କଠୋର ପଦକ୍ଷେପ ନିଆଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe