ଲାଠିକଟାରେ ପ୍ରତିଷ୍ଠା ହେବ କୃଷିଭିତ୍ତିକ ଶିଳ୍ପ

Advertisment

ସୁନ୍ଦରଗଡ଼ ରାଜସ୍ଵ ଜିଲ୍ଲା ଅଞ୍ଚଳ ଅନ୍ତର୍ଗତ ଲାଠିକଟା ତହସିଲ ବଲଣ୍ଡା ଏବଂ କଲୁଙ୍ଗା ଠାରେ ରାଉରକେଲା ସ୍ପଞ୍ଜ ଲିମିଟେଡ଼ ଦ୍ୱାରା ଏଥାନାଲ୍‌ ଓ କୋଜେନ୍‌ ଶିଳ୍ପ ଦୁଇଟି କୃତ୍ତିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ମୋଟ ୧୩୪୮୦ କୋଟି ପୁଞ୍ଜି ଅନୁମ‌ୋଦନ କରିଛି।

sampad

ରାଉରକେଲା: ରାଜ୍ୟରେ କୃଷିର ବିକାଶ ଓ କୃଷକମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ରଘୁନାଥପାଲୀ ବିଧାନସଭାକ୍ଷେତ୍ରରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ଦୁର୍ଗାଚରଣ ତନ୍ତୀ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଉତ୍ତରରେ ରାଜ୍ୟ ଶିଳ୍ପମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି ରାଜ୍ୟସ୍ତରୀୟ ଏକିକୃତ ନିର୍ଗମନ କର୍ତ୍ତୃପକ୍ଷ ଜରିଆରେ ଅନୁମୋଦନ ପାଇଥିବା କୃଷିଭିତ୍ତିକ ଶିଳ୍ପ ସ୍ଥାପନା ପାଇଁ ସରକାର ଭିନ୍ନ ଭିନ୍ନ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି।

ସୁନ୍ଦରଗଡ଼ ରାଜସ୍ଵ ଜିଲ୍ଲା ଅଞ୍ଚଳ ଅନ୍ତର୍ଗତ ଲାଠିକଟା ତହସିଲ ବଲଣ୍ଡା ଏବଂ କଲୁଙ୍ଗା ଠାରେ ରାଉରକେଲା ସ୍ପଞ୍ଜ ଲିମିଟେଡ଼ ଦ୍ୱାରା ଏଥାନାଲ୍‌ ଓ କୋଜେନ୍‌ ଶିଳ୍ପ ଦୁଇଟି କୃତ୍ତିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ମୋଟ ୧୩୪୮୦ କୋଟି ପୁଞ୍ଜି ଅନୁମ‌ୋଦନ କରିଛି।  ଦୁଇଟି ଶିଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର ୧୫୦ରୁ ଅଧିକ ନିଯୁକ୍ତି ସୁ‌ଯୋଗ ସୃଷ୍ଟି ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe