ଭୁବନେଶ୍ବର: ଏଆଇ ଜଗିବ ମଣ୍ଡପ। ଏଥର ଭିଡ଼କୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ଓ ଚୋରି ଡକାୟତି ରୋକିବାକୁ ମଣ୍ଡପରେ ଲାଗିବ ଏଆଇ କ୍ୟାମେରା। ୪୮ ବର୍ଷରେ ପାଦ ଦେଇଛି ସହିଦନଗର ପୂଜା ମଣ୍ଡପ। ସବୁଥର ଭଳି ଚଳିତ ଥର ଏକ ନିଆରା ଥିମ୍ ରଖିଛି ଏହି ପୂଜା କମିଟି।
ଏଥର ଭିଡ଼କୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ଓ ଚୋରି ଡକାୟତି ରୋକିବାକୁ ମଣ୍ଡପରେ ଲାଗିବ ଏଆଇ କ୍ୟାମେରା। ୪୮ ବର୍ଷରେ ପାଦ ଦେଇଛି ସହିଦନଗର ପୂଜା ମଣ୍ଡପ। ସବୁଥର ଭଳି ଚଳିତ ଥର ଏକ ନିଆରା ଥିମ୍ ରଖିଛି ଏହି ପୂଜା କମିଟି।
ଭାରତ ଏକ ଶାନ୍ତି ପ୍ରିୟ ରାଷ୍ଟ୍ର । ଆଉ ଶାନ୍ତି ପ୍ରତିଷ୍ଠା ପାଇଁ ଆବଶ୍ୟକ ପଡ଼ିଲେ ଯୁଦ୍ଧ କରିବା ଦରକାର ବୋଲି ମଣ୍ଡପ ଥିମ୍ ରେ ଦର୍ଶାଯାଇଛି।
Follow Us