ଶିକାରୀ ହାତରେ ୧୦ ଫୁଟର ଅଜଗର ସାପ

Advertisment

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଠସିରସି ଗାଁ ନିକଟରେ ଏକ ବଡ଼ ଅଜଗର ସାପ ଦେଖିବାକୁ ମିଳିଛି। ଏହି ସାପଟିର ଲମ୍ବ ପ୍ରାୟ ଦଶଫୁଟ ହେବ।

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଠସିରସି ଗାଁ ନିକଟରେ ଏକ ବଡ଼ ଅଜଗର ସାପ ଦେଖିବାକୁ ମିଳିଛି। ଏହି ସାପଟିର ଲମ୍ବ ପ୍ରାୟ ଦଶଫୁଟ ହେବ।

ajgar

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କାଠସିରସି ଗାଁ ନିକଟରେ ଏକ ବଡ଼ ଅଜଗର ସାପ ଦେଖିବାକୁ ମିଳିଛି। ଏହି ସାପଟିର ଲମ୍ବ ପ୍ରାୟ ଦଶଫୁଟ ହେବ। ଶିକାରୀ ଜଣକ ଗୋଟିଏ ହାତରେ ଅଜଗର ସାପ ଓ ଆର ହାତରେ ଏକ ମାରଣାସ୍ତ୍ର ଧରିଥିବାର ବି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe