ଗଛକୁ ଧକ୍କାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ ଆହତ

Advertisment

ରୋଗୀ ଧରି ଡାକ୍ତରଖାନା ଯାଉଥିବା ବେଳେ ଟୁକୁଣା ନିକଟରେ ଗଛକୁ ଧକ୍କା ଦେଇ ଓଲଟିଛି୧୦୮ ଆମ୍ବୁଲାନସ। ଏଥିରେ ଚାଳକ ଓ ଫାର୍ମାସିଷ୍ଟଙ୍କ ସମେତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି।

ରୋଗୀ ଧରି ଡାକ୍ତରଖାନା ଯାଉଥିବା ବେଳେ ଟୁକୁଣା ନିକଟରେ ଗଛକୁ ଧକ୍କା ଦେଇ ଓଲଟିଛି୧୦୮ ଆମ୍ବୁଲାନସ। ଏଥିରେ ଚାଳକ ଓ ଫାର୍ମାସିଷ୍ଟଙ୍କ ସମେତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି।

sb

ହାଟଡିହି: ଆଜି ଭୋର ସାଢ଼େ୪ଟାରେ ରୋଗୀ ଧରି ଡାକ୍ତରଖାନା ଯାଉଥିବା ବେଳେ ଟୁକୁଣା ନିକଟରେ ଗଛକୁ ଧକ୍କା ଦେଇ ଓଲଟିଛି୧୦୮ ଆମ୍ବୁଲାନସ। ଏଥିରେ ଚାଳକ ଓ ଫାର୍ମାସିଷ୍ଟଙ୍କ ସମେତ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି।

ନସିରପୁର  ଗ୍ରାମରୁ  ଜଣେ ରୋଗୀ ସାଗର ଦାସ ଓ ତାଙ୍କର ଦୁଇ ସମ୍ପର୍କୀୟ ନିରାକାର ଦାସ, ସରୋଜିନୀ ଦାସଙ୍କୁ ନେଇ ଡାକ୍ତରଖାନା ଆସୁଥିବା ଆମ୍ବୁଲାନ୍ସ ଟୁକୁଣା ନିକଟରେ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ସମସ୍ତେ ଆହତ ହୋଇଥିଲେ।  ୧୧୨ଯୋଗେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡ଼୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ନସିରପୁର  ଗ୍ରାମରୁ  ଜଣେ ରୋଗୀ ସାଗର ଦାସ ଓ ତାଙ୍କର ଦୁଇ ସମ୍ପର୍କୀୟ ନିରାକାର ଦାସ, ସରୋଜିନୀ ଦାସଙ୍କୁ ନେଇ ଡାକ୍ତରଖାନା ଆସୁଥିବା ଆମ୍ବୁଲାନ୍ସ ଟୁକୁଣା ନିକଟରେ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ଆମ୍ବୁଲାନ୍ସରେ ଥିବା ସମସ୍ତେ ଆହତ ହୋଇଥିଲେ।  ୧୧୨ଯୋଗେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡ଼୍ରାଇଭର ଓ ଫାର୍ମାସିଷ୍ଟଙ୍କୁ ଆନନ୍ଦପୁର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe