କପ୍ତିପଦାରେ ଦୁର୍ଘଟଣା: ପୋଲ ନିକଟରେ ଗଛରେ ଝୁଲି ରହିଛି ୧୦୮ ଆମ୍ବୁଲାନ୍ସ

କପ୍ତିପଦା ଥାନା ସୋନପୋଲ ନିକଟରେ ଦୁର୍ଘଟଣା ଘଟିବା ପରେ ପୋଲ ନିକଟରେ ଗଛରେ ଝୁଲି ରହିଛି ୧୦୮ ଆମ୍ବୁଲାନ୍ସ। ରୋଗୀ ଛାଡ଼ି ଫେରୁଥିବା ବେଳେ ପୋଲ ନିକଟରେ ଦୁର୍ଘଟଣା ଘଟିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ।

nji

କପ୍ତିପଦା: ଭାରସାମ୍ୟ ହରାଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। କପ୍ତିପଦା ଥାନା ସୋନପୋଲ ନିକଟରେ ଦୁର୍ଘଟଣା ଘଟିବା ପରେ ପୋଲ ନିକଟରେ ଗଛରେ ଝୁଲି ରହିଛି ୧୦୮ ଆମ୍ବୁଲାନ୍ସ। ରୋଗୀ ଛାଡ଼ି ଫେରୁଥିବା ବେଳେ ପୋଲ ନିକଟରେ ଦୁର୍ଘଟଣା ଘଟିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ।

କପ୍ତିପଦା ଥାନା ସୋନପୋଲ ନିକଟରେ ଦୁର୍ଘଟଣା ଘଟିବା ପରେ ପୋଲ ନିକଟରେ ଗଛରେ ଝୁଲି ରହିଛି ୧୦୮ ଆମ୍ବୁଲାନ୍ସ। ରୋଗୀ ଛାଡ଼ି ଫେରୁଥିବା ବେଳେ ପୋଲ ନିକଟରେ ଦୁର୍ଘଟଣା ଘଟିଛି। ତେବେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ।

 ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe