America iran issue :ଆମେରିକା ସହ କୂଟନୈତିକ ସମ୍ପର୍କ ଯାଞ୍ଚ କଲା ଇରାନ, ଆଗାମୀ ଦିନରେ ଫଳାଫଳ ଆଶା

Advertisment

ଆମେରିକା ସହ ତିକ୍ତତା ଦୂର କରିବା ପାଇଁ ବିଭିନ୍ନ କୂଟନୈତିକ ପ୍ରକ୍ରିୟାର ସବିଶେଷ ତଥ୍ୟ ଇରାନ ଯାଞ୍ଚ କରୁଛି ବୋଲି ସୋମବାର ଏହାର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି।

ଆମେରିକା ସହ ତିକ୍ତତା ଦୂର କରିବା ପାଇଁ ବିଭିନ୍ନ କୂଟନୈତିକ ପ୍ରକ୍ରିୟାର ସବିଶେଷ ତଥ୍ୟ ଇରାନ ଯାଞ୍ଚ କରୁଛି ବୋଲି ସୋମବାର ଏହାର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି।

02bbs_53_02022026_112

ଦୁବାଇ: ଆମେରିକା ସହ ତିକ୍ତତା ଦୂର କରିବା ପାଇଁ ବିଭିନ୍ନ କୂଟନୈତିକ ପ୍ରକ୍ରିୟାର ସବିଶେଷ ତଥ୍ୟ ଇରାନ ଯାଞ୍ଚ କରୁଛି ବୋଲି ସୋମବାର ଏହାର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ୍ ବାଘେଇ କହିଛନ୍ତି।

ଇରାନ ନିକଟରେ ଆମେରିକାର ନୌସେନା ଦ୍ୱାରା ସାମରିକ ପଇଁତରା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଇରାନ ୱାସିଂଟନ ସହିତ ଗମ୍ଭୀରତାର ସହ ଆଲୋଚନା କରୁଛି। ତେହେରାନର ବରିଷ୍ଠ ସୁରକ୍ଷା ଅଧିକାରୀ ଅଲି ଲାରିଜାନି ଏକ୍ସରେ କହିଛନ୍ତି ଯେ ଆଲୋଚନା ପାଇଁ ବ୍ୟବସ୍ଥା ଚାଲିଛି। ଆମେ ବର୍ତ୍ତମାନ ପ୍ରତ୍ୟେକ କୂଟନୈତିକ ପ୍ରକ୍ରିୟାର ସବିଶେଷ ତଥ୍ୟ ଯାଞ୍ଚ କରୁଛୁ ଯାହା ଆଗାମୀ ଦିନରେ ଫଳାଫଳ ଆଣିବ ବୋଲି ବାଘେଇ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହା (ଆଲୋଚନା) ପ୍ରକ୍ରିୟା ଓ ଢାଞ୍ଚା ସହ ଜଡିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe