ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଅସୁସ୍ଥ

ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରାଦୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବ ପରିଲକ୍ଷିତ ହେଉଛି।

vg

ପାରାଦୀପ: ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରାଦୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବ ପରିଲକ୍ଷିତ ହେଉଛି।

ପାରାଦୀପଗଡ଼ ଅଞ୍ଚଳରେ ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ ହୋଇଛନ୍ତି। ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରାଦୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଲିକେଜ୍ ହୋଇଛି ଆମୋନିଆ। ସ୍ଥାନୀୟ ଅଞ୍ଚଳରେ ଆମୋନିଆ ଗ୍ୟାସର ପ୍ରଭାବ ପରିଲକ୍ଷିତ ହେଉଛି।  ଆଖି ଓ ନାକ ପୋଡୁଥିବାର ସୂଚନା ରହିଛି। କମ୍ପାନୀର ହୋସ ପାଇପ ଫାଟିବା ଫଳରେ ଆମୋନିଆ ଗ୍ୟାସ୍ ବ୍ୟାପିଥିବା ଜଣାଯାଇଛି।

ଆଖି ଓ ନାକ ପୋଡୁଥିବାର ସୂଚନା ରହିଛି। କମ୍ପାନୀର ହୋସ ପାଇପ ଫାଟିବା ଫଳରେ ଆମୋନିଆ ଗ୍ୟାସ୍ ବ୍ୟାପିଥିବା ଜଣାଯାଇଛି।

paradip

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe