ଆଗଲପୁର ବ୍ଲକ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

Advertisment

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି | ଫଳରେ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବା ସହ ସେଠାକାର ଚାଷୀଙ୍କ ଜମି ଜଳମଗ୍ନ ହୋଇ ରୁଆ ଧାନ ନଷ୍ଟ ହୋଇଛି |

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି | ଫଳରେ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବା ସହ ସେଠାକାର ଚାଷୀଙ୍କ ଜମି ଜଳମଗ୍ନ ହୋଇ ରୁଆ ଧାନ ନଷ୍ଟ ହୋଇଛି |

Untitled

ସାଲେଭଟା: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅଙ୍ଗ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି | ଫଳରେ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବା ସହ ସେଠାକାର ଚାଷୀଙ୍କ ଜମି ଜଳମଗ୍ନ ହୋଇ ରୁଆ ଧାନ ନଷ୍ଟ ହୋଇଛି | ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବିଭାଗୀୟ ଅବହେଳା କାରଣରୁ ଏବଂ ନିମ୍ନମାନର କାମ ଯୋଗୁଁ ଘାଇ ସୃଷ୍ଟି ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe