କୋମନାରୁ କୁଟୁରା ଉଦ୍ଧାର, ଛେଳି ଗୋଠରେ ଚାଲି ଆସିଥିଲା

Advertisment

ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି l ଏବେ କୁଟୁରା ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏନେଇ କୋମନା ବନ ବିଭାଗ ସୂଚନା ଦେଇଛି।

ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି l ଏବେ କୁଟୁରା ସମ୍ପୂର୍ଣ୍ଣ ସୁସ୍ଥ ରହିଛି। ଏନେଇ କୋମନା ବନ ବିଭାଗ ସୂଚନା ଦେଇଛି।

New Project (22)

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି l ଏବେ କୁଟୁରା ସମ୍ପୂର୍ଣ୍ଣ ସୁସ୍ଥ ରହିଛି।  ଆଜି ସକାଳୁ ଭରୁଆମୁଣ୍ଡା ଗାଁର ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡ଼କୁ ଛେଳି ଚରାଇବାକୁ ଯାଇଥିଲେl ମଧ୍ୟାହ୍ନରେ ରୂପଧର ଫେରିଲା ବେଳେ ଏକ ଜଂଗଲୀ କୁଟୁରା ଛେଳି ସହ ମିଶି ଘରକୁ ଚାଲି ଆସିଥିଲା l ଏନେଇ କୋମନା ବନ ବିଭାଗ ବିଶେଷ ସୂତ୍ରରୁ ସୂଚନା  ପାଇଥିଲା ।

ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ଭରୁଆମୁଣ୍ଡା ଗାଁରୁ ଏକ କୁଟୁରାକୁ ବନ ବିଭାଗ ଉଦ୍ଧାର କରିଛି l ଏବେ କୁଟୁରା ସମ୍ପୂର୍ଣ୍ଣ ସୁସ୍ଥ ରହିଛି।  ଆଜି ସକାଳୁ ଭରୁଆମୁଣ୍ଡା ଗାଁର ରୂପଧର ମାଝୀ ନିକଟସ୍ଥ ତନ୍ଦୂଳ ପାହାଡ଼କୁ ଛେଳି ଚରାଇବାକୁ ଯାଇଥିଲେl ମଧ୍ୟାହ୍ନରେ ରୂପଧର ଫେରିଲା ବେଳେ ଏକ ଜଂଗଲୀ କୁଟୁରା ଛେଳି ସହ ମିଶି ଘରକୁ ଚାଲି ଆସିଥିଲା l କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧରଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରିଥିଲେ। ଏବେ ବନ ବିଭାଗ କୁଟୁରାର ଆବଶ୍ୟକ ଡାକ୍ତରୀ ଚିକିତ୍ସା କରି ଯତ୍ନ ନେଉଛି l

କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନେତୃତ୍ୱରେ ଏକ ଟିମ୍ ଭରୁଆମୁଣ୍ଡା ଗାଁକୁ ଯାଇ ରୂପଧରଙ୍କ ପାଖରୁ କୁଟୁରାକୁ ଉଦ୍ଧାର କରିଥିଲେ। ଏବେ ବନ ବିଭାଗ କୁଟୁରାର ଆବଶ୍ୟକ ଡାକ୍ତରୀ ଚିକିତ୍ସା କରି ଯତ୍ନ ନେଉଛି l ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଉଚ୍ଚ ଅଧିକାରୀଙ୍କ ଆଦେଶ ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର ଶ୍ରୀ ସୁତାର କହିଛନ୍ତି l ଏବେ ବନ ବିଭାଗ କାର୍ଯ୍ୟାଳୟରେ ଫରେଷ୍ଟର ଉତ୍ତମ ମେହେର, ପାରା ଫରେଷ୍ଟ ଷ୍ଟାଫ ସାଗର ଠେଲା ପ୍ରମୁଖ କୁଟୁରାର ଯତ୍ନ ନେଉଛନ୍ତି l ୱାଇଲଡ ଲାଇଫ ୱାଡେନ୍ ମାୟାଧର ସରାଫ କୋମନା ବନ ବିଭାଗ କାର୍ଯ୍ୟାଳୟକୁ ଯାଇ କୁଟୁରାର ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe