ଏଥର ଦୁର୍ଗାପୂଜା ବଜାରରେ ନାହାନ୍ତି ବାବୁସାନ୍, ଅରିନ୍ଦମ୍ କି ଅର୍ଚ୍ଚିତା ଅବା ଭୂମିକା

୨୦୨୫ ପୂଜା ବଜାରରେ ଦର୍ଶକ ସେମାନଙ୍କର ଅନେକ କଳାକାରଙ୍କୁ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇନାହାନ୍ତି। ଠିକ୍ ସେହିପରି କିଛି ଓଡ଼ିଆ ନିର୍ଦ୍ଦେଶକ ଓ ସଂଗୀତକାରଙ୍କ ଓଡ଼ିଆ ଛବି ବି ରିଲିଜ୍ ହୋଇନାହିଁ।

babusan-bhoomka

ଭୁବନେଶ୍ବର: ୨୦୨୫ ପୂଜା ବଜାରରେ ଦର୍ଶକ ସେମାନଙ୍କର ଅନେକ କଳାକାରଙ୍କୁ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇନାହାନ୍ତି। ଠିକ୍ ସେହିପରି କିଛି ଓଡ଼ିଆ ନିର୍ଦ୍ଦେଶକ ଓ ସଂଗୀତକାରଙ୍କ ଓଡ଼ିଆ ଛବି ବି ରିଲିଜ୍ ହୋଇନାହିଁ। ଏହି କାରଣରୁ ସେମାନଙ୍କୁ ଏଥରର ଦୁର୍ଗାପୂଜାରେ ଅନୁପସ୍ଥିତ ତାଲିକାରେ ସାମିଲ୍ କରାଯାଇଛି।

arindam-big image

ପୂଜା ବଜାରରେ ଏଥର କେତେକ କଳାକାରଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ।  ୨୦୨୫ ପୂଜା ବଜାରରେ ଯେଉଁ ନାୟକଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ, ସେମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ, ଅରିନ୍ଦମ, ବାବୁସାନ୍, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ, ସମ୍ବିତ, ଶୈଳେନ୍ଦ୍ର, ଅଭିଷେକ ଗିରି, ଅଭିଷେକ ରଥ, ସ୍ବରାଜ, ଜ୍ୟୋତି ଓ ଦୀପକ ପ୍ରମୁଖ।

sanmira7

ଏଣେ ୨୦୨୫ର ପୂଜା ବଜାରରେ କେତେକ ଜଣ ନାୟିକାଙ୍କୁ ପରଦା ଉପରେ ଦେଖିବାକୁ ମିଳିନାହିଁ। ଏଥିପାଇଁ ସେହି ନାୟିକାମାନଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି ଏଥର। ଟପ୍ ନାୟିକା ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ପ୍ରିୟା, ସୂର୍ଯ୍ୟମୟୀ, ରୀୟା, ଶୀତଲ୍, ସୁପ୍ରିୟା, ଭୂମିକା, ଲିପ୍ସା, ପୁନମ୍, ଅନୁଭା, ଅଙ୍କିତା ଦାଶ, ଅର୍ଲିନ୍ ଅଙ୍କିତା, ଲିପିକା ଓ ସନମୀରା ପ୍ରମୁଖଙ୍କୁ ମିସ୍ କରିଛନ୍ତି ଦର୍ଶକ।

ପୂଜା ବଜାରରେ ଏଥର କେତେକ କଳାକାରଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିନାହିଁ।  ୨୦୨୫ ପୂଜା ବଜାରରେ ଯେଉଁ ନାୟକଙ୍କ କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ, ସେମାନଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ, ଅରିନ୍ଦମ, ବାବୁସାନ୍, ସବ୍ୟସାଚୀ, ବୁଦ୍ଧାଦିତ୍ୟ, ଆକାଶ, ସମ୍ବିତ, ଶୈଳେନ୍ଦ୍ର, ଅଭିଷେକ ଗିରି, ଅଭିଷେକ ରଥ, ସ୍ବରାଜ, ଜ୍ୟୋତି ଓ ଦୀପକ ପ୍ରମୁଖ।

ଏଣେ ୨୦୨୫ର ପୂଜା ବଜାରରେ କେତେକ ଜଣ ନାୟିକାଙ୍କୁ ପରଦା ଉପରେ ଦେଖିବାକୁ ମିଳିନାହିଁ। ଏଥିପାଇଁ ସେହି ନାୟିକାମାନଙ୍କ ଫ୍ୟାନ୍‌ମାନେ ନିରାଶ ହୋଇଛନ୍ତି ଏଥର। ଟପ୍ ନାୟିକା ଅନୁ ଚୌଧୁରୀ, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା, ପ୍ରିୟା, ସୂର୍ଯ୍ୟମୟୀ, ରୀୟା, ଶୀତଲ୍, ସୁପ୍ରିୟା, ଭୂମିକା, ଲିପ୍ସା, ପୁନମ୍,ଅନୁଭା, ଲିପିକା ଓ ସନମୀରା ପ୍ରମୁଖଙ୍କୁ ମିସ୍ କରିଛନ୍ତି ଦର୍ଶକ।

dilip panda

ଏବର୍ଷର ପୂଜା ବଜାରରେ ଦର୍ଶକ ସେମାନଙ୍କର କେତେକ ପ୍ରିୟ ନିର୍ଦ୍ଦେଶକଙ୍କ ଫିଲ୍ମ ଦେଖିବାରୁ ବଞ୍ଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବସନ୍ତ ସାହୁ, ହିମାଂଶୁ ପରିଜା, ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ଏସ୍ ଦିଲୀପ ପଣ୍ଡା, ସଞ୍ଜୟ ନାୟକ, ସୁଶାନ୍ତ ମଣି, ରମେଶ ରାଉତ , ପୃଥ୍ବୀରାଜ ପଟ୍ଟନାୟକ, ମୃତ୍ୟୁଞ୍ଜୟ ସାହୁ, ସୁଧାକର ବସନ୍ତ, ମୁରଲୀକ୍ରିଷ୍ଣା, ଅଜୟ ପାଢ଼ୀ, ଏନ୍ ପାଢ଼ୀ, ସଂଗ୍ରାମ ମହାନ୍ତି ଓ ଏସ କେ ମୁରଲୀଧରନ୍ ପ୍ରମୁଖ।  

asad nizam

ଏଣେ ଯେଉଁ ସଙ୍ଗୀତକାରଙ୍କ କୌଣସି ଓଡ଼ିଆ ଛବି ମୁକ୍ତିଲାଭ କରିଲା ନାହିଁ, ସେମାନଙ୍କ ମଧ୍ୟରେ ଅଛନ୍ତି ମନ୍ମଥ ମିଶ୍ର, ମଳୟ ମିଶ୍ର, ଅଭିଜିତ୍ ମଜୁମଦାର, ବିକାଶ ଦାସ, ପ୍ରେମ୍ ଆନନ୍ଦ, ପ୍ରଶାନ୍ତ ପାଢ଼ୀ ଓ ଅସଦ ନିଜାମ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe