ରାସ୍ତା ଦୁରବସ୍ଥା: ମୃତ୍ୟୁଠୁ ବଳିଗଲା ଶବସଂସ୍କାର ଯନ୍ତ୍ରଣା

Advertisment

ଆଜି ଏକ ପରିବାରବର୍ଗକୁ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନାକେଦମ ହେବାକୁ ପଡ଼ିଛି। ମୃତ୍ୟୁଠୁ ଶବ ସଂସ୍କାର ଦୁଖଃ ବଳି ପଡ଼ିଛି।ଗତ ଥର ଖବର ପ୍ରକାଶନ ପରେ ବି ସ୍ଥାନୀୟ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ।

ଆଜି ଏକ ପରିବାରବର୍ଗକୁ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନାକେଦମ ହେବାକୁ ପଡ଼ିଛି। ମୃତ୍ୟୁଠୁ ଶବ ସଂସ୍କାର ଦୁଖଃ ବଳି ପଡ଼ିଛି।ଗତ ଥର ଖବର ପ୍ରକାଶନ ପରେ ବି ସ୍ଥାନୀୟ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ।

New Project (2)

କେସିଙ୍ଗା: ପ୍ରାୟ ମାସକ ତଳେ କଳାହାଣ୍ଡି ଜଲ୍ଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳବାସୀ। କାଦୁଅ ପଚପଚ ବିଲ ହିଡରେ ଜଣେ ମାତ୍ର ଚାଲିବାକୁ କଷ୍ଟକର ଥିବାବେଳେ ଶେଷରେ ବିଲଭିତରେ ଶବକୁ ବୋହି ୨ କିଲୋମିଟର ରାସ୍ତା ଦେଇ ଆଣ୍ଠୁଏ କାଦୁଅରେ ଚାରିକାନ୍ଧ ଦେଇ ନଦୀ ପଠାକୁ ନେଇ ଶବଦାହ କରିଥିଲେ। ଏବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହା ଗତ ବିଜେଡି ସରକାରର ୨୪ ବର୍ଷ ଶାସନର ଅସଲ ଚେହେରାକୁ ପଦାକୁ ଆଣିଥିଲା।

ଏଭଳି ଘଟଣାର ପୁନରାବୃତ୍ତି ଆଜି ବି ଘଟିଛି। ଆଜି ପରିବାରବର୍ଗକୁ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନାକେଦମ ହେବାକୁ ପଡ଼ିଛି। ମୃତ୍ୟୁଠୁ ଶବ ସଂସ୍କାର ଦୁଖଃ ବଳି ପଡ଼ିଛି।ଗତ ଥର ଖବର ପ୍ରକାଶନ ପରେ ବି ସ୍ଥାନୀୟ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ। ଏମିତି କି ଏହି ବ୍ଲକ ରେ କାର୍ଯ୍ୟ କରୁଥିବା ଭିସି ପରିଚାଳନା ଠିକା କର୍ମଚାରୀ ଯଶୋବନ୍ତ ମିଶ୍ର(୩୪)ଙ୍କ ମୃତଦେହ ସଂସ୍କାର ସମୟରେ ଘଟିଛି। ଏହି କର୍ମଚାରୀଙ୍କ ଆଜି ହୃଦଘାତରେ ଅକାଳ ବିୟୋଗ ଘଟିଛି। ଗାଁରୁ ୩ କିମି ଦୂରକୁ ଗାଁକୁ ଶବ ସଂସ୍କାର କରିବାକୁ ନେବାକୁ ପଡ଼ିଥାଏ। ହେଲେ  ସବୁ ଦିନିଆ ରାସ୍ତାଟିଏ ନ ଥିବାରୁ ତେଲନଦୀ କୂଳରେ ଥିବା ଶ୍ମଶାନକୁ କ୍ଷେତ ,ବିଲବାଡ଼  ଡେଇଁ ଯିବାକୁ ପଡ଼ିଥାଏ।ବିଶେଷ କରି ବର୍ଷା ଦିନରେ ଗାଁର ଲୋକ ମୃତ୍ୟୁବରଣ କଲେ ପରିବାର ବର୍ଗକୁ ବହୁତ ଅସୁବିଧା ହୋଇଥାଏ। ସରକାର ମନେରେଗା, ବ୍ଲକ ରୋଡ଼,ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ପଞ୍ଚାୟତ ରୋଡ଼ ଓ  ବିଭିନ୍ନ ଉନ୍ନୟନମୂଳକ ପାଣ୍ଠି ରାସ୍ତା ପାଇଁ ରହିଛି।

ପ୍ରାୟ ମାସକ ତଳେ କଳାହାଣ୍ଡି ଜଲ୍ଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମରେ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏହି ଅଞ୍ଚଳବାସୀ। କାଦୁଅ ପଚପଚ ବିଲ ହିଡରେ ଜଣେ ମାତ୍ର ଚାଲିବାକୁ କଷ୍ଟକର ଥିବାବେଳେ ଶେଷରେ ବିଲଭିତରେ ଶବକୁ ବୋହି ୨ କିଲୋମିଟର ରାସ୍ତା ଦେଇ ଆଣ୍ଠୁଏ କାଦୁଅରେ ଚାରିକାନ୍ଧ ଦେଇ ନଦୀ ପଠାକୁ ନେଇ ଶବଦାହ କରିଥିଲେ। ଏବେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହା ଗତ ବିଜେଡି ସରକାରର ୨୪ ବର୍ଷ ଶାସନର ଅସଲ ଚେହେରାକୁ ପଦାକୁ ଆଣିଥିଲା।  ଏଭଳି ଘଟଣାର ପୁନରାବୃତ୍ତି ଆଜି ବି ଘଟିଛି। ଆଜି ପରିବାରବର୍ଗକୁ ଶବକୁ ଶ୍ମଶାନ ପର୍ଯ୍ୟନ୍ତ ନାକେଦମ ହେବାକୁ ପଡ଼ିଛି। ମୃତ୍ୟୁଠୁ ଶବ ସଂସ୍କାର ଦୁଖଃ ବଳି ପଡ଼ିଛି।ଗତ ଥର ଖବର ପ୍ରକାଶନ ପରେ ବି ସ୍ଥାନୀୟ ପ୍ରଶାସନ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନାହିଁ।

ତେବେ ଗ୍ରାମବାସୀଙ୍କୁ ପଚାରିବାରୁ ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ।ଗ୍ରାମରେ କୌଣସି ଲୋକର ମୃତ୍ୟୁ ହେଲେ ସବୁବେଳେ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।  ଜନପ୍ରତିନିଧିଙ୍କୁ ପଚାରିଲେ କହୁଛନ୍ତି। ଆକ୍ସନ ପ୍ଲାନ ଦେଲେ ମଧ୍ୟ ବ୍ଲକ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା କହିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ଏହା ଉପରେ  ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe