ଆସ୍କା ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀ (ପୋଲସରା, କବିସୂର୍ଯ୍ୟନଗର,ଖଲିକୋଟ,ଆସ୍କା,ସୋରଡା,ସାନଖେମୁଣ୍ଡି ଓ ହିଞ୍ଜିଳି) ଏବେ ଦୁଲୁକିଛି। ଏଠାରେ ଭୋଟଗ୍ରହଣ ଚାଲିଛି । ଆସନ୍ତୁ ଜାଣିବା କେଉଁ ଦଳରୁ କେଉଁ ନେତାମାନେ ଏଠାରେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି, କହାର ଭାଗ୍ୟପରୀକ୍ଷା ଆରମ୍ଭ ହୋଇଛି ।
/sambad/media/post_attachments/wp-content/uploads/2019/04/Aska-Election_Inner-Page_1.jpg)
ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଏଥର ବିଜୁ ଜନତା ଦଳ ପ୍ରାର୍ଥୀ ହୋଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ପ୍ରମିଳା ବିଷୋଇ। ତାଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିଛି ଗଂଜାମ ଜିଲ୍ଲାର ଟାଣୁଆ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ କନ୍ୟା ଅନୀତା ପ୍ରିୟଦର୍ଶିନୀଙ୍କୁ। ଅନ୍ୟ ପକ୍ଷରେ କଂଗ୍ରେସ ଏଥର ସିପିଆଇକୁ ଆସନ ବୁଝାମଣା କ୍ରମରେ ଏହି ଆସନଟି ଛାଡ଼ି ଦେଇଛି। ଏଠାରୁ ଲଢ଼ୁଛନ୍ତି ସିପିଆଇର ଲଢ଼ୁଆ ଛାତ୍ର ତଥା ଯୁବନେତା ରାମକୃଷ୍ଣ ପଣ୍ଡା।
ଆସନ୍ତୁ ଜାଣିବା ପୋଲସରା, କବିସୂର୍ଯ୍ୟନଗର,ଖଲିକୋଟ,ଆସ୍କା,ସୋରଡା,ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ କିଏ ହୋଇଛନ୍ତି ପ୍ରାର୍ଥୀ।
/sambad/media/post_attachments/wp-content/uploads/2019/04/Aska-Election_Inner-Page_2.jpg)
/sambad/media/post_attachments/wp-content/uploads/2019/04/Aska-Election_Inner-Page_3.jpg)
/sambad/media/post_attachments/wp-content/uploads/2019/04/Aska-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Aska-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Aska-Election_Inner-Page_6.jpg)
/sambad/media/post_attachments/wp-content/uploads/2019/04/Aska-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Aska-Election_Inner-Page_8.jpg)
Follow Us