ବିଳମ୍ବିତ ରାତିରେ ଦୁଇ ଏଟିଏମ ତାଡ଼ିନେଲେ ଲୁଟେରା

Advertisment

ବୌଦ୍ଧ ଜିଲ୍ଲାରେ ଲୁଟେରାଙ୍କ ରାଜ | ବିଳମ୍ବିତ ରାତିରେ ଦୁଇ ଏଟିଏମକୁ ଲୁଟେରା ତାଡ଼ିନେଇଛନ୍ତି | ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଓ ବଢିଗାଁ ଅଂଚଳରେ ଏସବିଆଇର ଦୁଇଟି ଏଟିଏମରେ ଲୁଟ ହୋଇଛି |

ବୌଦ୍ଧ ଜିଲ୍ଲାରେ ଲୁଟେରାଙ୍କ ରାଜ | ବିଳମ୍ବିତ ରାତିରେ ଦୁଇ ଏଟିଏମକୁ ଲୁଟେରା ତାଡ଼ିନେଇଛନ୍ତି | ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଓ ବଢିଗାଁ ଅଂଚଳରେ ଏସବିଆଇର ଦୁଇଟି ଏଟିଏମରେ ଲୁଟ ହୋଇଛି |

atm

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଲୁଟେରାଙ୍କ ରାଜ | ବିଳମ୍ବିତ ରାତିରେ ଦୁଇ ଏଟିଏମକୁ ଲୁଟେରା ତାଡ଼ିନେଇଛନ୍ତି | ମିଳିଥିବା ସୂଚନା ମୁତାବକ ବୌଦ୍ଧ ଜିଲ୍ଲାର ବୀରନରସିଂହପୁର ଓ ବଢିଗାଁ ଅଂଚଳରେ ଏସବିଆଇର ଦୁଇଟି ଏଟିଏମରେ ଲୁଟ ହୋଇଛି | ଏପର୍ଯ୍ୟନ୍ତ କେତେ ଟଙ୍କା ଲୁଟ ହୋଇଥିବାର ଜଣାପଡିନାହିଁ | ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଚଳାଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe