ଗ୍ୟାସ କଟରରେ ଏଟିଏମ କାଟି ଲୁଟିନେଲେ ଟଙ୍କା

Advertisment

ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ l ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି l ତେବେ ଲୁଟେରା ମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ ସଟର ଚାବିକୁ କାଟି ଭିତରକୁ ପଶିଥିଲେ l

aaassss

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ଯୋଡ଼ାମ୍ବ ଛକରେ ଥିବା ଏସବିଆଇ ଏଟିଏମରୁ ଲୁଟ l ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ ହୋଇଛି l ତେବେ ଲୁଟେରା ମାନେ ସିସିଟିଭି କ୍ୟାମେରାରେ କଳା ରଙ୍ଗ ସ୍ପ୍ରେ କରି ଏଟିଏମ ସଟର ଚାବିକୁ କାଟି ଭିତରକୁ ପଶିଥିଲେ l ପରେ ଲୁଟେରା ମାନେ ଏଟିଏମ କାଟି ଟଙ୍କା ଲୁଟ କରିନେଇଥିଲେ l

ତେବେ ଏହି କଥା ଘର ମାଲିକଙ୍କୁ ତାଙ୍କ ଅଫିସରୁ ଫୋନ ଆସିଥିଲା l ତେବେ ସେ ଲୋକଙ୍କୁ ଡକାଡକି କରି ଘର ବାହାରକୁ ଆସିବା ବେଳକୁ ଲୁଟେରାମାନେ ପୁଣି ସଟର ଟାଣି ଫେରାର ହୋଇଯାଇଥିଲେ l ତେବେ ଗତ ଶନିବାର ଦିନ ଟଙ୍କା ଭର୍ତ୍ତି ହୋଇଥିବା ବେଳେ ଏଟିଏରେ କେତେ ଟଙ୍କା ଥିଲା ଜଣାପଡ଼ିନାହିଁ l ସୋର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe