ଦଂପତିଙ୍କୁ ଆକ୍ରମଣ କଲା ଯୁବକ, ଏସ ସି ବି ମେଡିକାଲରେ ଭର୍ତ୍ତି

କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ। ଆକ୍ରମଣରେ ଗୁରୁତର ହୋଇଥିବା ଦୁଇଜଣଙ୍କୁ ଏସ ସି ବି ମେଡିକାଲକୁ ପଠାଇଛି ପୁଲିସ୍ । 

Woman inmate runs away from SCB Medical Center after kicking jail guard

Woman inmate runs away from SCB Medical Center after kicking jail guard

କଟକ: କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଆକ୍ରମଣ କଲା କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ। 

କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସାରୁ ପ୍ରଥମେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ଛୁରୀରେ ଆକ୍ରମଣ ଓ ପରେ ପ୍ରତିବାଦ କରିବାରୁ ସ୍ତ୍ରୀକୁ ଆକ୍ରମଣ କଲା କେନ୍ଦ୍ରାପଡ଼ା ଜିଲ୍ଲା ଗଗୁଆ ଅଞ୍ଚଳର ଗୋବିନ୍ଦ ମାଲିକ। ଆକ୍ରମଣରେ ଗୁରୁତର ହୋଇଥିବା ଦୁଇଜଣଙ୍କୁ ଏସ ସି ବି ମେଡିକାଲକୁ ପଠାଇଛି ପୁଲିସ୍ ।

କଟକ ବିଡ଼ାନାସୀ ନୂଆ ସାହି ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲା ଯୁବକ। ଆହତ ସ୍ବାମୀ ସ୍ତ୍ରୀ ହେଲେ ସ୍ବାମୀ ଶୁକଦେବ ଦଳେଇ ଓ ସ୍ତ୍ରୀ ସୁଜାତା ଭଟ୍ଟ।ଶୁକଦେବ ଦଳେଇଙ୍କ ଘର ବଡ଼ମ୍ବା ଅଞ୍ଚଳରେ ବୋଲି ସୁଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe