ବଙ୍ଗୋମୁଣ୍ଡାରେ ଅଘଟଣ, ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମରଣାତ୍ମକ ଆକ୍ରମଣ

Advertisment

ବଙ୍ଗୋମୁଣ୍ଡା ଥାନା ତାଲଚକେଲ ଗାଁରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଆକ୍ରମଣର ଶିକାର ହୋଇଛନ୍ତି ସେହି ଗାଁର ମୀନକେତନ ବାଗ।

ବଙ୍ଗୋମୁଣ୍ଡା ଥାନା ତାଲଚକେଲ ଗାଁରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଆକ୍ରମଣର ଶିକାର ହୋଇଛନ୍ତି ସେହି ଗାଁର ମୀନକେତନ ବାଗ।

New Project (21)

କଣ୍ଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ତାଲଚକେଲ ଗାଁରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଆକ୍ରମଣର ଶିକାର ହୋଇଛନ୍ତି ସେହି ଗାଁର ମୀନକେତନ ବାଗ। ଆଜି ସକାଳୁ କିଛି ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ପୂର୍ବରୁ ଗୁଣିଗାରେଡ଼ି କରୁଥିବା ନେଇ ଯୁବକମାନେ ଆଜି ପ୍ରଣାନ୍ତକ ଆକ୍ରମଣ କରିଛନ୍ତି।

ବଙ୍ଗୋମୁଣ୍ଡା ଥାନା ତାଲଚକେଲ ଗାଁରେ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗାଁରେ ଆକ୍ରମଣର ଶିକାର ହୋଇଛନ୍ତି ସେହି ଗାଁର ମୀନକେତନ ବାଗ। ଆଜି ସକାଳୁ କିଛି ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ପୂର୍ବରୁ ଗୁଣିଗାରେଡ଼ି କରୁଥିବା ନେଇ ଯୁବକମାନେ ଆଜି ପ୍ରଣାନ୍ତକ ଆକ୍ରମଣ କରିଛନ୍ତି। ଘଟଣା ପରେ ବଙ୍ଗୋମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଗୁରୁତର ଅବସ୍ଥାରେ ମୀନକେତନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ବଙ୍ଗୋମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ଗୁରୁତର ଅବସ୍ଥାରେ ମୀନକେତନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରିବାର ବର୍ଗ ମଧ୍ୟ ଗୁଣି ସନ୍ଦେହରେ ଏଭଳି ଘଟଣା ଘଟୁଥିବା ସ୍ୱୀକାର କରିଛନ୍ତି। ଅନ୍ୟପଟେ ପୁଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି ଗୁଣିଗାରେଡ଼ି ସନ୍ଦେହ ଭଳି କୌଣସି ଅଭିଯୋଗ ଆସି ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe