ବଡ଼ଚଣାରେ ପୁଲିସ ଉପରକୁ ଆକ୍ରମଣ, ୭ ଆହତ

Advertisment

ଯାଜପୁର ଜିଲ୍ଲା ବଡ଼ଚଣାରେ ପୁଲିସ ଉପରକୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏଥିରେ ପିପିଲି ଓ ବଡ଼ଚଣା ଥାନାର ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ଯାଜପୁର ଜିଲ୍ଲା ବଡ଼ଚଣାରେ ପୁଲିସ ଉପରକୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏଥିରେ ପିପିଲି ଓ ବଡ଼ଚଣା ଥାନାର ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

Barchana-police-1200x720 .jpg

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ ପୁଲିସ ଉପରକୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଏଥିରେ ପିପିଲି ଓ ବଡ଼ଚଣା ଥାନାର ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏମାନେ ଡେଲାଙ୍ଗରୁ ଅପହୃତ ନାବାଳିକାକୁ ଉଦ୍ଧାର ପାଇଁ ସେଠାକୁ ଯାଇଥିଲେ।

ଏଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ପେଶାଲ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe