ରାଜଧାନୀରେ ଆତଙ୍କ: ଯୁବକଙ୍କୁ ଗୋଡ଼ାଇଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

Advertisment

ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଥିବା ଜଣାଯାଇଛି।  

ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଥିବା ଜଣାଯାଇଛି।  

attack

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଛନ୍ତି ଦୁର୍ବୃତ୍ତ। ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଥିବା ଜଣାଯାଇଛି।  

ଶିଶୁଭବନ ଟ୍ରାଫିକ ଛକରେ ଟ୍ୟାକ୍ସି ଗାଡ଼ି ନମ୍ବର ଥିବା ଏକ ସ୍ବିଫ୍ଟ କାରରେ ଆସି କିଛି ଯୁବକ  ଆତଙ୍କ ଖେଳାଇ ଜଣଙ୍କୁ ହାଣିଥିଲେ ଓ ଅନ୍ୟପଟେ ଗଭର୍ଣ୍ଣର ହାଉସ ଛକ ନିକଟରେ ୫ଟି ବାଇକରେ ୧୦ରୁ ୧୫ଜଣ ଆସି ଯୁବକଙ୍କୁ ଖଣ୍ଡା ଓ କାତିରେ ଆକ୍ରମଣ କରିଥିଲେ। ଶିଶୁଭବନ ଛକରେ ୭ରୁ ୮ଜଣ ଯୁବକ ରାସ୍ତା ଉପରେ ବାଇକକୁ ଧକ୍କା ଦେବା ପରେ, ହାତରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ଉଭୟ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଜଣାପଡ଼ିଛି।

ଶିଶୁଭବନ ଟ୍ରାଫିକ ଛକରେ ଟ୍ୟାକ୍ସି ଗାଡ଼ି ନମ୍ବର ଥିବା ଏକ ସ୍ବିଫ୍ଟ କାରରେ ଆସି କିଛି ଯୁବକ  ଆତଙ୍କ ଖେଳାଇ ଜଣଙ୍କୁ ହାଣିଥିଲେ ଓ ଅନ୍ୟପଟେ ଗଭର୍ଣ୍ଣର ହାଉସ ଛକ ନିକଟରେ ୫ଟି ବାଇକରେ ୧୦ରୁ ୧୫ଜଣ ଆସି ଯୁବକଙ୍କୁ ଖଣ୍ଡା ଓ କାତିରେ ଆକ୍ରମଣ କରିଥିଲେ। ଶିଶୁଭବନ ଛକରେ ୭ରୁ ୮ଜଣ ଯୁବକ ରାସ୍ତା ଉପରେ ବାଇକକୁ ଧକ୍କା ଦେବା ପରେ, ହାତରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ। ଉଭୟ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଜଣାପଡ଼ିଛି। ଆହତଙ୍କ ଭିତରୁ ଜଣେ ଗୁରୁତର ଥିବା ବେଳେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଆଉ ଜଣେ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଆହତଙ୍କ ଭିତରୁ ଜଣେ ଗୁରୁତର ଥିବା ବେଳେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ଆଉ ଜଣେ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଦୁଇଟି ଘଟଣାରେ ହାଣିସାରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଏଯାଏ ପୁଲିସ୍ କାହାରିକୁ ଧରିନଥିବାର ସୂଚନା ରହିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe