ଡାଲା ଅଟୋ ଓଲଟି ୧୫ ଯାତ୍ରୀ ଆହତ

Advertisment

ଆଜି ପୂର୍ବାହ୍ନରେ ଶେରଗଡ଼ ଥାନା ଅନ୍ତର୍ଗତ ନାରାୟଣପୁର ନିକଟରେ ଏକ ଡାଲା ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଏବଂ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

autoacc
ଶେରଗଡ଼: ଆଜି ପୂର୍ବାହ୍ନରେ ଶେରଗଡ଼ ଥାନା ଅନ୍ତର୍ଗତ ନାରାୟଣପୁର ନିକଟରେ ଏକ ଡାଲା ଅଟୋ ଓଲଟି ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ଏବଂ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସାତ ପେଣ୍ଠ ଗୋପାଳପୁର ଗ୍ରାମରୁ ଆଖୁ କାଟିବା ନିମନ୍ତେ ତାକରଡା ଯାଉଥିବା ବେଳେ ବାଙ୍କ ବୁଲାଇବା ବେଳେ ଅଟୋ ନିୟନ୍ତ୍ରଣ ହରାଇ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ପିଙ୍କି ବରାଡ଼, କସ୍ତୁରୀ ପ୍ରଧାନ, ସୁକାନ୍ତି ବରାଡ଼, ପୃଥିବୀରାଜ ବରାଡ଼, ଜୟୀ ବରାଡ଼, ରଂଜିତା ପ୍ରଧାନ, ନମିତା, ଶିବାନୀ ପ୍ରଧାନ, ଗୀତା ସ୍ୱାଇଁ, ପରି ପ୍ରଧାନ, ଝୁନୁ ପ୍ରଧାନ ଓ କସ୍ତୁରୀ ପ୍ରଧାନ ପ୍ରମୁଖ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe