ଓଲଟିଲା ଯାତ୍ରୀବାହୀ ଅଟୋ, ଗୋଟିଏ ପରିବାରର ୪ ଗୁରୁତର

ଓଲଟିଲା ଯାତ୍ରୀବାହୀ ଅଟୋ, ଗୋଟିଏ ପରିବାରର ୪ ଗୁରୁତର। ଜଳେଶ୍ୱରରୁ କମର୍ଦା ଆସିବା ବାଟରେ କମର୍ଦା କଲେଜ ରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସମସ୍ତ ଆହତ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତିl

kamarda ps

ଭୋଗରାଇ: ନାଇଁଜୁଳିକୁ ଖସିଗଲା ଯାତ୍ରୀବାହୀ ଅଟୋ, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର ୪ ଜଣ। ଜଳେଶ୍ୱରରୁ କମର୍ଦା ଆସିବା ବାଟରେ କମର୍ଦା କଲେଜ ରାସ୍ତାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସମସ୍ତ ଆହତ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତିl

ଆହତଙ୍କ ଘର କମର୍ଦା ଥାନା ପୁଟିଣା ଗ୍ରାମରେ ବୋଲି ଜଣାପଡିଛି। ଉକ୍ତ ଅଟୋରେ ୨ ଜଣ ବୃଦ୍ଧା,ଜଣେ ବୃଦ୍ଧ ଓ ଜଣେ ଶିଶୁ ଥିଲେ।

 ସମସ୍ତ ଆହତଙ୍କ ଘର କମର୍ଦା ଥାନା ପୁଟିଣା ଗ୍ରାମରେ ବୋଲି ଜଣାପଡିଛି। ଉକ୍ତ ଅଟୋରେ ୨ ଜଣ ବୃଦ୍ଧା,ଜଣେ ବୃଦ୍ଧ ଓ ଜଣେ ଶିଶୁ ଥିଲେ। ତେବେ ଏଭଳି ଅଟୋ କାହିଁକି ଦୁର୍ଘଟଣା ଘଟାଇଲା, ତାହା ଜଣାପଡ଼ିନାହିଁ। ତେଣେ ଖବର ପାଇ କମର୍ଦା ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe