ଦୁର୍ଘଟଣାଗ୍ରସ୍ତ ଅଟୋରୁ ଛାତ୍ରଙ୍କୁ ଉଦ୍ଧାର କଲା ପୁଲିସ

Advertisment

ପଲ୍ ରୋଡର ଡ୍ରେନ ଭିତରକୁ ସେଣ୍ଟ ପଲ ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଥିଲା।

ପଲ୍ ରୋଡର ଡ୍ରେନ ଭିତରକୁ ସେଣ୍ଟ ପଲ ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଥିଲା।

autoacc

ରାଉରକେଲା: ସେକ୍ଟର୩ ଅଞ୍ଚଳର ପଲ୍ ରୋଡର ଡ୍ରେନ ଭିତରକୁ ସେଣ୍ଟ ପଲ ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବା ବେଳେ ଏକ ଅଟୋ ପଶିଯାଇଥିଲା। ଏହି ଦୁର୍ଘଟଣା ବିଷୟରେ ଖବର ପାଇ ସେକ୍ଟର ପୁଲିସ ଥାନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତ ଛାତ୍ରମାନଙ୍କୁ ଆଇଜିଏଚରେ ଚିକିତ୍ସିତ କରାଇଥିଲେ ଏବଂ ଅଟୋକୁ ଜବତ କରାଯାଇଥିଲା।  ଏହି ଘଟଣା ପ୍ରଚାରିତ ହେବା ପରେ ଆଇଜିଏଚରେ ବିଦ୍ୟାଳୟର ପ୍ରତିନିଧି ଏବଂ ଅଭିଭାବକମାନେ ରୁଣ୍ଡ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe