ବୈପାରିଗୁଡ଼ା ସମ୍ବାଦ ସାହିତ୍ୟ ଘର ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Advertisment

ବୈପାରିଗୁଡ଼ା ସମ୍ବାଦ ସାହିତ୍ୟ ଘର ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବର ମିଳିତ ଆନୁକୂଲ୍ୟରେ ଅମଳାଭଟ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।

ବୈପାରିଗୁଡ଼ା ସମ୍ବାଦ ସାହିତ୍ୟ ଘର ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବର ମିଳିତ ଆନୁକୂଲ୍ୟରେ ଅମଳାଭଟ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।

e8bff2a9-98c5-4fe0-b958-5088830dea08

ବୈପାରିଗୁଡ଼ା: ବୈପାରିଗୁଡ଼ା ସମ୍ବାଦ ସାହିତ୍ୟ ଘର ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବର ମିଳିତ ଆନୁକୂଲ୍ୟରେ ଅମଳାଭଟ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ପ୍ରତିନିଧି ଅମରେନ୍ଦ୍ର ପରିଚ୍ଛା, ଫ୍ରେଣ୍ଡସ ୟୁନିଟ କ୍ଲବର ପ୍ରତିଷ୍ଠାତା ଏନ୍. ସନ୍ତୋଷ କୁମାର, ତେଜେଶ୍ବର ରାଓ, କେ. ଉମା ମହେଶ, ଧନପତି ନାୟକଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ବିଭିନ୍ନ ପ୍ରକାରର ଏକ ଶହରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି। ଅମ୍ଳଜାନ ପ୍ରଦାନକାରୀ ଯଥା ନିମ୍ବ ଓସ୍ତ ବୃକ୍ଷରୋପଣ କରାଯାଇଛି। ଏହାବ୍ୟତୀତ ଫୁଲ ଫଳ ଓ ଅଁଳା ବାହାଡ଼ା ଭଳି ଔଷଧୀୟ ଗଛ ମଧ୍ୟ ଲଗାଯାଇଥିଲା।

ବୈପାରିଗୁଡ଼ା ସମ୍ବାଦ ସାହିତ୍ୟ ଘର ଏବଂ ଫ୍ରେଣ୍ଡସ ୟୁନିଟ କ୍ଲବର ମିଳିତ ଆନୁକୂଲ୍ୟରେ ଅମଳାଭଟ୍ଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ୭୫ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ପ୍ରତିନିଧି ଅମରେନ୍ଦ୍ର ପରିଚ୍ଛା, ଫ୍ରେଣ୍ଡସ ୟୁନିଟ କ୍ଲବର ପ୍ରତିଷ୍ଠାତା ଏନ୍. ସନ୍ତୋଷ କୁମାର, ତେଜେଶ୍ବର ରାଓ, କେ. ଉମା ମହେଶ, ଧନପତି ନାୟକଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ବିଭିନ୍ନ ପ୍ରକାରର ଏକ ଶହରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଛି।

 ଜଙ୍ଗଲ ନଷ୍ଟ ହେବା ଦ୍ବାରା ମଣିଷ ଉପରେ କିଭଳି କୁପ୍ରଭାବ ପଡ଼େ ସେ ବିଷୟରେ ଆଲୋଚନା କରାଯାଇଥିଲା। ଜଳସ୍ତର ହ୍ରାସ, ବନ୍ୟଜନ୍ତୁଙ୍କ ଖାଦ୍ୟ ଅଭାବ ଯୋଗୁଁ ଗାଁ ମୁହାଁ ହେବା, ଠିକ୍ ସମୟରେ ବର୍ଷା ନହେବା ଏସବୁ ବିଷୟରେ କୁହାଯିବା ସହ ନିଜ ନିଜ ଅଞ୍ଚଳରେ ମଧ୍ୟ ସଚେତନ କରାଇବା ପାଇଁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe