ବାରିପଦା: ବାରିପଦା ଟାଉନ୍ ଥାନା ପକ୍ଷରୁ ଅବକାରୀ ଚଢଉ କରାଯାଇଛି। ଏହି ଚଢଉ ସମୟରେ ପୁଲିସ ୩୪.୫ ଲିଟର ଆଇଏମଏଫଏଲ୍ ଜବତ କରିଛି। ଏହି ସଂପର୍କରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି।
ବାରିପଦା ଟାଉନ୍ ଥାନା ପକ୍ଷରୁ ଅବକାରୀ ଚଢଉ: ଜଣେ ଗିରଫ
Advertisment
Follow Us