୨ ୱେବ୍‌ ଚ୍ୟାନେଲରେ ବିବାଦୀୟ ଖବର ପ୍ରସାରଣ, ଝାରସୁଗୁଡ଼ା ଥାନାରେ ଏତଲା ଦେଲେ ନବ ଦାସଙ୍କ ପୁଅ ବିଶାଳ

Advertisment

ଭିଡିଓଟି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଭାଇରାଲ୍‌ ହେବା ପରେ ତାଙ୍କର ସାମାଜିକ ସମ୍ମାନ ହାନି ହୋଇଥିବା ବେଳେ ରାଜନୈତିକ ଛବିକୁ ବି ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ନେଇ ବିଶାଳ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଭିଡିଓଟି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଭାଇରାଲ୍‌ ହେବା ପରେ ତାଙ୍କର ସାମାଜିକ ସମ୍ମାନ ହାନି ହୋଇଥିବା ବେଳେ ରାଜନୈତିକ ଛବିକୁ ବି ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ନେଇ ବିଶାଳ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

xc

ଝାରସୁଗୁଡ଼ା,: ଗତକାଲି ୨ଟି ୱେବ୍‌ ଚ୍ୟାନେଲରେ ସ୍ବର୍ଗତ ନବ କିଶୋର ଦାସ, ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ କେନ୍ଦ୍ର କରି ଏକ ବିବାଦୀୟ ବାଇଟ୍‌ ପ୍ରସାରଣ ହୋଇଥିଲା। ଏହି ଭିଡିଓଟି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଭାଇରାଲ୍‌ ହେବା ପରେ ତାଙ୍କର ସାମାଜିକ ସମ୍ମାନ ହାନି ହୋଇଥିବା ବେଳେ ରାଜନୈତିକ ଛବିକୁ ବି ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ନେଇ ବିଶାଳ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

୨ଟି ୱେବ୍‌ ଚ୍ୟାନେଲରେ ସ୍ବର୍ଗତ ନବ କିଶୋର ଦାସ, ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କୁ କେନ୍ଦ୍ର କରି ଏକ ବିବାଦୀୟ ବାଇଟ୍‌ ପ୍ରସାରଣ ହୋଇଥିଲା। ଏହି ଭିଡିଓଟି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଭାଇରାଲ୍‌ ହେବା ପରେ ତାଙ୍କର ସାମାଜିକ ସମ୍ମାନ ହାନି ହୋଇଥିବା ବେଳେ ରାଜନୈତିକ ଛବିକୁ ବି ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିବା ନେଇ ବିଶାଳ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଭିଡ଼ିଓ ଦ୍ବାରା ତାଙ୍କ ଭଉଣୀ ତଥା ପୂର୍ବତନ ବିଧାୟିକା ସୁଶ୍ରୀ ଦାସଙ୍କ ଚରିତ୍ର ସଂହାର ମଧ୍ୟ କରାଯାଇଥିବାରୁ ଆଇନ୍‌ ଅନୁଯାୟୀ ଉକ୍ତ ୨ ଚ୍ୟାନେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶାଳ ଥାନାରେ ଲିଖିତ ଏତଲା ଦେଇଛନ୍ତି।

ଏହି ଭିଡ଼ିଓ ଦ୍ବାରା ତାଙ୍କ ଭଉଣୀ ତଥା ପୂର୍ବତନ ବିଧାୟିକା ସୁଶ୍ରୀ ଦାସଙ୍କ ଚରିତ୍ର ସଂହାର ମଧ୍ୟ କରାଯାଇଥିବାରୁ ଆଇନ୍‌ ଅନୁଯାୟୀ ଉକ୍ତ ୨ ଚ୍ୟାନେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶାଳ ଥାନାରେ ଲିଖିତ ଏତଲା ଦେଇଛନ୍ତି। ଏହାର ଏକାକିତା ନକଲ ଝାରସୁଗୁଡ଼ା ଏସ୍‌ପିଙ୍କୁ ମଧ୍ୟ ସେ ପ୍ରଦାନ କରିଥିବା ଜଣାପଡ଼ିଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe