ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଲା ବଡ଼ ପଥର

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଛି ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍‌-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍‌ର ମାଟି ଅତଡ଼ା ସହ ପଥର।

stone

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ମାଟି ଅତଡ଼ା ସହ ଧସିଛି ବଡ଼ ପଥର। ଜିଲ୍ଲାଦେଇ ଯାଇଥିବା ଏନ୍ଏଚ୍‌-୪୯ କଡ଼ ପାହାଡ଼ରୁ ଧସିଲା ପ୍ରାୟ ୨୦ ଫୁଟ୍‌ର ମାଟି ଅତଡ଼ା ସହ ପଥର। ଧସିଥିବା ପଥର ବାହାର କରାଯିବା ପରେ ଯାତାୟତ ସ୍ୱାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe