Bike accident in Sundargarh: ଭାରସାମ୍ଯ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ

Advertisment

ଆଜି ସକାଳେ ଭଷ୍ମା ଥାନା ମଙ୍ଗସପୁର ନିକଟରେ ଭାରସାମ୍ଯ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଇକ୍ ତଳେ ଚାପି ହୋଇ  ଏନଟିପିସି ରେଳ ସାଇଡିଂ କର୍ମଚାରୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି

ଆଜି ସକାଳେ ଭଷ୍ମା ଥାନା ମଙ୍ଗସପୁର ନିକଟରେ ଭାରସାମ୍ଯ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଇକ୍ ତଳେ ଚାପି ହୋଇ  ଏନଟିପିସି ରେଳ ସାଇଡିଂ କର୍ମଚାରୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି

WhatsApp Image 2026-02-10 at 11.48.19

ସୁନ୍ଦରଗଡ଼: ଆଜି ସକାଳେ ଭଷ୍ମା ଥାନା ମଙ୍ଗସପୁର ନିକଟରେ ଭାରସାମ୍ଯ ହରାଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଇକ୍ ତଳେ ଚାପି ହୋଇ  ଏନଟିପିସି ରେଳ ସାଇଡିଂ କର୍ମଚାରୀଙ୍କ ଶୋଚନୀୟ ମୃତ୍ଯୁ ହୋଇଛି। ମୃତକ ହେଲେ  ସୁନୀଲ କଉଡ଼ି ଓ ତାଙ୍କ ଘର ସଦର ବ୍ଲକ କିଞ୍ଜିର୍ମା କାରଖାନାପଡ଼ା।

ସେ ରେଳ ସାଇଡିଂ ଡ୍ୟୁଟି ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସେ ୫ଟାରେ କାମ ସାରିଥିବାବେଳେ ମଙ୍ଗସପୁର ନିକଟରେ ନିୟନ୍ତ୍ରଣ ହରାଇ  ପଡ଼ି ଯାଇଥିଲେ। ପୁଲିସ ଘଟଣାସ୍ଥଳରୁ ତାଙ୍କ ବାଇକ (ଓଡି ୧୫ଏ- ୨୬୯୧)କୁ ଜବତ କରିବା ସହ ଶବକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe