ବାଇକ୍‌କୁ ଧକ୍କା ଦେଲା କାର୍, ବାଇକ୍‌ ଚାଳକ ଗୁରୁତର

ଆଜି ସକାଳେ ଲମତାପୁଟ ଠାରୁ ଦୁଇ କିମି ଦୂର ମାଲେଗାଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ହସ୍ପିଟାଲରେ ଭର୍ତ୍ତି ହେଇଥିବା ଜଣାଯାଇଛି |

Untitled

ଲମତାପୁଟ: ଆଜି ସକାଳେ ଲମତାପୁଟ ଠାରୁ ଦୁଇ କିମି ଦୂର ମାଲେଗାଂ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ସେ ଲମତାପୁଟ ଆଶାକିରଣ ହସପିଟାଲରେ ଭର୍ତ୍ତି ହେଇଥିବା ଜଣାଯାଇଛି |

ସକାଳ ସମୟରେ ତୁସୁବା ପଞ୍ଚାୟତର ମିସିଂଗପୁଟ ଗ୍ରାମର ନରସିଂହ ଖେମୁଣ୍ତ ନିଜ ପରିବାରକୁ ଧରି ଲମତାପୁଟ ଆସୁଥଲେ। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ଠିଆ ହୋଇଥିବା ଏକ ଅଟୋକୁ ଧକ୍କା ଦେଇ ବାଇକ୍କୁ‌ ଧକ୍କା ଦେବା ଫଳରେ ମଟର ସାଇକେଲ ଚାଳକ ସହ ବସିଥିବା ପରିବାର ଲୋକ ମଧ୍ୟ ଆହତ ହୋଇଥିଲେ। ଚାଳକଙ୍କୁ ଆଶାକିରଣ ହସପିଟାଲରେ ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା କରାଯାଉଥିବା ଜଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe